ଦିଲ୍ଲୀର ସାଂସଦ ବାଂସୁରୀ ସ୍ୱରାଜ ସାମ୍ବାଦିକ ସମିଳନୀ ରେ କଂଗେସକୁ କଲେ କଡା ସମାଲୋଚନା...

Apr 20, 2026 - 18:49
 3
ଦିଲ୍ଲୀର ସାଂସଦ ବାଂସୁରୀ ସ୍ୱରାଜ ସାମ୍ବାଦିକ ସମିଳନୀ ରେ କଂଗେସକୁ କଲେ କଡା ସମାଲୋଚନା...

ଦିଲ୍ଲୀର ସାଂସଦ ବାଂସୁରୀ ସ୍ୱରାଜ ସାମ୍ବାଦିକ ସମିଳନୀ ରେ କଂଗେସକୁ କଲେ କଡା ସମାଲୋଚନା...

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ବର୍ଷିଲେ ସାଂସଦ ବାଂଶୁରୀ ସ୍ବରାଜ

ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ କଂଗ୍ରେସକୁ ଟାର୍ଗେଟ୍‌ କଲେ

କଂଗ୍ରେସର ବିରୋଧ ପାଇଁ ନାରୀ ହକ୍‌କୁ ରୋକାଯାଇଛି

୪୦ ବର୍ଷ ହେଲା ନାରୀ ତାହାର ହକ୍‌ ପାଇଁ ଲଢ଼େଇ କରି ଆସିଛି

ଏହା ଶ୍ରେୟର ଲଢ଼େଇ ନୁହେଁ କହି ପ୍ରଧାନମନ୍ତ୍ରୀ ଅପିଲ୍‌ କରିଥିଲେ

କିଛି ରାଜ୍ୟର ପ୍ରତିନିଧିତ୍ବ କମିଯାଉଛି ବୋଲି ବିଭ୍ରାନ୍ତି ପ୍ରଚାର କରାଗଲା

ଗୃହ ଭିତରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଗୃହ ମନ୍ତ୍ରୀ ତଥ୍ୟ ରଖିଲେ

ମାତ୍ର ରାଜନୈତିକ ସ୍ବାର୍ଥକୁ ଗୁରୁତ୍ବ ଦେଇ ବିରୋଧୀ ବିଲ୍‌କୁ ବିରୋଧ କଲେ

ଏସବୁ ସତ୍ତ୍ବେ ପଛକୁ ଫେରିବୁନି, ମୋଦି ନିଶ୍ଚିତ ନାରୀଙ୍କୁ ହକ୍‌ ପାଇଁ ଲଢ଼ିବେ