ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ବିସ୍ତୃତ ଗଣମାଧ୍ୟମ ବୈଠକ...

Oct 9, 2025 - 08:36
 7
ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ବିସ୍ତୃତ ଗଣମାଧ୍ୟମ ବୈଠକ...

ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ Manmohan Samal ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar ସହ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ Lata Usendi ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ Manas Mohanty ରାଜ୍ୟ ଉପସଭାପତି Biranchinarayan Tripathy ରାଜ୍ୟ ସାଧାରଣ Jatin Mohanty ଓ Simanchal Khatai ମୁଖ ପାତ୍ର Sajjan Sharma ดิ ต Sudipta Ku Ray Dilip Mallick ଙ୍କ ସମେତ ସମସ୍ତ ମୁଖପାତ୍ର ଏବଂ ପ୍ରବକ୍ତା ଉପସ୍ଥିତ ରହି ଦଳର ନୀତି, କାର୍ଯ୍ୟକ୍ରମ ଏବଂ ଜନସମ୍ପର୍କ ସମ୍ବନ୍ଧୀୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।