ବିଜେପି ଭୁବନେଶ୍ବର ଜିଲ୍ଲାର ପ୍ରସ୍ତୁତି ବୈଠକ
ଭୁବନେଶ୍ବର,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନନୀୟ ରାଷ୍ଟ୍ରୀୟ ସଭାପତି ଶ୍ରୀ Nitin nabin ଜି ଙ୍କ ଆଗାମୀ ଓଡିଶା ଗସ୍ତ ଓ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ନିମନ୍ତେ ଭୁବନେଶ୍ବର ଜିଲ୍ଲାର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ଶ୍ରୀ Samir mohanty ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ Sarada Satapathy 91 Niranjan Mishra, ଜିଲ୍ଲା ପ୍ରଭାରୀ Saroj Kumar Kar ଭାଇ, ପୂର୍ବତନ ମନ୍ତ୍ରୀ ଶ୍ରୀ Arabinda Dhali bhai , ମଧ୍ୟ ଭୁବନେଶ୍ବର ନେତା Jagannath Pradhan bhai1 Rashmi Mohapatra, ଜିଲ୍ଲା ପଦାଧୂକାରୀ ଓ ବିଭିନ୍ନ ମଣ୍ଡଳ ର ସଭାପତି ଉପସ୍ଥିତ ଥିଲେ ।