ବିମାନ ବନ୍ଦରରେ ଜାରୀ ହେଲା ସତର୍କତା...
ବିମାନ ବନ୍ଦରରେ ଜାରୀ ହେଲା ସତର୍କତା...
ବିମାନବନ୍ଦରରେ ଇବୋଲା ସତର୍କତା
ଭୁବନେଶ୍ବର ବିମାନବନ୍ଦରରେ 'ଇବୋଲା' ସତର୍କତା ଜାରି
ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ
ଯାତ୍ରୀଙ୍କର ହେବ ଥର୍ମାଲ ସ୍କ୍ରିନିଂ, ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ କରାଯିବ
କାହା ଉପରେ ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ
ବ୍ୟାଂକକ୍ରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି