ବିଶ୍ୱ ବିଦ୍ୟାଳୟ ସ୍ଥାପନ ରେ ବେଦାନ୍ତ ମୁଖ୍ୟ କହିଲେ ମନର କଥା...
ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ବେଦାନ୍ତ ମୁଖ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କଥା କହିଲେ
ସବୁ ରାଜ୍ୟ ମୋ (ବେଦାନ୍ତ) ପଛରେ ପଡିଛନ୍ତି, କିନ୍ତୁ ମୋ ହୃଦୟରେ ଓଡିଶା ଅଛି’
ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି’
ଜମି ଆମର ଅଛି, ଓଡିଶା ଲୋକଙ୍କ ସମର୍ଥନ ଦରକାର
ପୁରୀରେ ହେବ କି କେଉଁଠି ହେବ ଓଡିଶା ଲୋକଙ୍କ ଜନମତ ନିଆଯିବ
ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ
୩୦ ଲକ୍ଷ ଟନ୍ର ଆଲୁମିନିୟମ ପ୍ଲାଣ୍ଟ କରିବ
ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ
ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି
କାମ ସରିବାକୁ ୩ରୁ ସାଢ଼େ ୩ ବର୍ଷ ଲାଗିବ
ନିଯୁକ୍ତି କ୍ଷେତ୍ରରେ ଆମେ ସଚେତନ, ଯାହା କି ୩୦ରୁ ୪୦ ହଜାର ଲୋକେ କାମ ପାଇବେ