ଆଜି ବସିବ ସର୍ବଦଳୀୟ ବୈଠକ

Sep 16, 2025 - 09:16
Sep 16, 2025 - 09:17
 11
ଆଜି ବସିବ ସର୍ବଦଳୀୟ ବୈଠକ

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଡାକିଛନ୍ତି ବାଚସ୍ପତି

ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ସ୍ଥିର ହୋଇଛି

ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ହେବ ବୋଲି ଜଣା ପଡିଛି