ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ I
ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ : ଭାରତର ଯବାବ ପ୍ରତିଥର ଭାରତକୁ କାହିଁକି କରାଯାଉଛି ଟାର୍ଗେଟ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ପୁଣି ଟାରିଫ ବୃଦ୍ଧି ନେଇ ଧମକ ପରେ ଜବାବ ରଖିଲା ଭାରତ । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ପୁଣି ଟାରିଫ ବୃଦ୍ଧି ନେଇ ଧମକ ପରେ ଜବାବ ରଖିଲା ଭାରତ । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ Kanak icon
ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ : ଭାରତର ଯବାବ ପ୍ରତିଥର ଭାରତକୁ କାହିଁକି କରାଯାଉଛି ଟାର୍ଗେଟ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ପୁଣି ଟାରିଫ ବୃଦ୍ଧି ନେଇ ଧମକ ପରେ ଜବାବ ରଖିଲା ଭାରତ । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।
କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ପୁଣି ଟାରିଫ ବୃଦ୍ଧି ନେଇ ଧମକ ପରେ ଜବାବ ରଖିଲା ଭାରତ । ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।
ଋଷରୁ ତେଲ କିଣି ଭାରତ ବିପୁଳ ଲାଭ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଟ୍ର ମ୍ପ କହିଛନ୍ତି ଭାରତ କେବଳ ଋଷରୁ କ୍ରୁଡ ଅଏଲ କିଣୁନାହିଁ ବଂର ଏହି ତେଲକୁ ଖୋଲା ବଜାରରେ ବିକ୍ରି କରି ବିପୁଳ ଲାଭ କରୁଛି । ଋଷର ଆକ୍ରମଣ ଯୋଗୁ ୟୁକ୍ରେନରେ ପ୍ରତିଦିନ ଲୋକ ପ୍ରାଣ ହରାଉଛନ୍ତି କିନ୍ତୁ ଭାରତ ଏହାକୁ ଖାତିର କରୁନାହିଁ । ସେଥିପାଇଁ ଭାରତ ଉପରେ ଲାଗିଥିବା ଶୁଳ୍କକୁ ଆହୁରି ବଢାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।
ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୟୁଏସ ଏବଂ ୟୁରୋପିଓ ଦେଶଙ୍କୁ କଡା ସମାଲୋଚନା କରାଯାଇଛି । ଆମେରିକା ଓ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛି ଭାରତ । ଭାରତ କହିଛି, ବିଶ୍ୱ ବଜାର ପରିସ୍ଥିତି ଯୋଗୁ ଆବଶ୍ୟକତା ଅନୁଯାୟୀ ଭାରତ ତେଲ କିଣୁଛି । କିନ୍ତୁ ଯେଉଁ ଦେଶମାନେ ଏହାର ସମାଲୋଚନା କରୁଛନ୍ତି, ସେମାନେ ନିଜେ ରୁଷିଆ ସହିତ ବାଣିଜ୍ୟରେ ଲିପ୍ତ ଅଛନ୍ତି, ଯଦିଓ ଏପରି ବାଣିଜ୍ୟ ଏକ ଅତ୍ୟାବଶ୍ୟକ ବାଧ୍ୟତା ନୁହେଁ ।
ଟ୍ରମ୍ପଙ୍କ ଧମକ, ଭାରତ କଡ଼ା ଜବାବ
ଋଷଠୁ ତେଲ କିଣିବାକୁ ନେଇ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ଧମକ ପରେ ଭାରତର କଡା ଜବାବ
ଆମେରିକା ଓ ଇଉରୋପ ଦେଶର ଦୋମୁହାଁ ନୀତିକୁ ପଦାରେ ପକାଇଲା ଭାରତ
୨୦୨୪ରେ ଇଉରୋପୀୟ ସଂଘ ରୁଷିଆ ସହିତ ୬୭.୫ ବିଲିୟନ ୟୁରୋ ବାଣିଜ୍ୟ କାରବାର କରିଛି
୨୦୨୩ରେ ସେବା କ୍ଷେତ୍ରରେ ଏହାର ବାଣିଜ୍ୟ ପ୍ରାୟ ୧୭.୨ ବିଲିୟନ ୟୁରୋ ଥିଲା ।
ଯାହା ଏହି ଦୁଇ ବର୍ଷରେ ଭାରତର ରୁଷିଆ ସହିତ ମୋଟ ବାଣିଜ୍ୟଠାରୁ ଅଧିକ ।
୨୦୨୪ରେ ୟରୋପର LNG ଆମଦାନୀ ୧୬.୫ ନିୟୁତ ଟନ ପହଞ୍ଚିଥିଲା
ଯାହା ୨୦୨୨ରେ ଥିବା ପୂର୍ବ ରେକର୍ଡ ୧୫.୨୧ ନିୟୁତ ଟନକୁ ଅତିକ୍ରମ କରିଥିଲା
ଇଉରୋପ-ରୁଷିଆ ବାଣିଜ୍ୟ କେବଳ ଶକ୍ତି କ୍ଷେତ୍ର ସହିତ ସୀମିତ ନୁହେଁ