ପୁଣି ଜାମ୍ମୁ କାଶ୍ମୀରୁକୁ ମିଳିପାରେ ରାଜ୍ୟ ମାନ୍ୟତା I

Aug 5, 2025 - 18:06
 11
ପୁଣି ଜାମ୍ମୁ କାଶ୍ମୀରୁକୁ ମିଳିପାରେ ରାଜ୍ୟ ମାନ୍ୟତା I

ପୁଣି ଜାମ୍ମୁ କାଶ୍ମୀରୁକୁ ମିଳିପାରେ ରାଜ୍ୟ ମାନ୍ୟତା

 ଆଜି ସଂସଦୀୟ ବୈଠକରେ ହୋଇପାରେ ନିଷ୍ପତ୍ତି I
ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି  ।  ଗତ ୨୪ ଘଣ୍ଟା ମଧ୍ୟରେ  ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ,ପରେ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି  ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି  ।  ଗତ ୨୪ ଘଣ୍ଟା ମଧ୍ୟରେ  ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ,ପରେ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି  । ଏହା ପୂର୍ବରୁ ଅମିତ ଶାହ ଲଗାତାର କିଛି ଦିନ ଧରି ରାଜ୍ୟ ମାନ୍ୟତା ନେଇ ଆଲୋଚନା କରିଛନ୍ତି ।ଏହା ସହିତ ଆଜି ବସିବାକୁ ଥିବା ସଂସଦୀୟ ଦଳ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ସାଂସଦଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି  ।  ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ ଅଞ୍ଚଳର ମାନ୍ୟତା ଦେଇଥିଲେ । ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ଯଥାଶିଘ୍ର ରାଜ୍ୟ ମାନ୍ୟତା ଫେରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।