ଭାରତ ଏବେ ହେବାକୁ ଯାଉଛି "ବିଶ୍ଵଗୁରୁ "...

Oct 16, 2025 - 15:21
 9
ଭାରତ ଏବେ ହେବାକୁ ଯାଉଛି "ବିଶ୍ଵଗୁରୁ "...

ଏକ ଅଭୂତପୂର୍ବ ଘଟଣା ଘଟିଲା ଜାତିସଙ୍ଘ ରେ, ଯାହା ଆଜି ପର୍ଯ୍ୟନ୍ତ ଗୋଟିଏ ଦେଶ ସପକ୍ଷରେ ସାରା ବିଶ୍ବ ଠିଆ ହେଇ ନଥିଲା |

ଏବେ କିନ୍ତୁ ତାହା ଭାରତର ସ୍ଥାୟୀ ସଦସ୍ୟତା (ଭିଟୋ କ୍ଷମତା) ପାଇଁ ଘଟିଛି। 

ଜାତିସଙ୍ଘର ନିୟମରେ ଏଭଳି ଏକ ବ୍ୟବସ୍ଥା ଅଛି, ଯଦି ଶତକଡ଼ା ଅଶୀ ଭାଗ ସଦସ୍ୟ ଗୋଟିଏ ଦେଶକୁ ସମର୍ଥନ କରନ୍ତି, ତେବେ ସେଠାରେ ଭିଟୋ କ୍ଷମତା ଅକାମୀ ହେଇଯିବ। ଏ ନିୟମ ସଦସ୍ୟ ଦେଶମାନଙ୍କୁ ଜଣା ନଥିଲା। 

ଭାରତର ସ୍ଥାୟୀ ସଦସ୍ଯତାକୁ ଆମେରିକା ସର୍ବଦା ବିରୋଧ କରି ଆସୁଥିଲା | ଏବେ ସେହି ନିୟମ ଅନୁସାରେ ୧୪୬ ଦେଶଙ୍କ ସମର୍ଥନ ଆମେରିକାର ଭିଟୋ କ୍ଷମତାକୁ ଅକାମୀ କରିଦେଇଛି। 

ଆମେରିକା ଜାତିସଂଘରୁ କକ୍ଷତ୍ୟାଗ ଧମକ ଦେବାରୁ ସବୁ ସମର୍ଥକ ଦେଶମାନେ କହିଲେ ଯେ ଆମେରିକା ବାହାରିଗଲେ ମଧ୍ୟ ୮୦ ପ୍ରତିଶତଙ୍କ ସମର୍ଥନ ଭାରତ ସହିତ ଅଛନ୍ତି ବୋଲି ହିସାବ କହୁଛି | ଫଳତଃ ଏହା ଭାରତର ଅକଳ୍ପନୀୟ ବିଜୟ ହେଉଛି |

ସାରା ବିଶ୍ଵର ଦୃଷ୍ଟି ଏବେ ଭାରତ ଉପରେ। 

ଏବେ ଭାରତ ବନିବାକୁ ଯାଉଛି ପୃଥିବୀର ' ବିଶ୍ଵଗୁରୁ ' ||