ଭାରତ ଟ୍ୟାକ୍ସିର ‘ସାରଥ୍' ମାନଙ୍କ ସହ ମତ ବିନିମୟ କଲେ ଶ୍ରୀ ଅମିତ ଶାହ

Feb 24, 2026 - 15:56
 4
ଭାରତ ଟ୍ୟାକ୍ସିର ‘ସାରଥ୍' ମାନଙ୍କ ସହ ମତ ବିନିମୟ କଲେ ଶ୍ରୀ ଅମିତ ଶାହ

ଭାରତ ଟ୍ୟାକ୍ସିର ‘ସାରଥ୍' ମାନଙ୍କ ସହ ମତ ବିନିମୟ କଲେ ଶ୍ରୀ ଅମିତ ଶାହ

'ସମବାୟ'ର ଅର୍ଥ ଶ୍ରମିକଙ୍କୁ ମଧ୍ୟ ଲାଭର ଏକ ଅଂଶ ଦେବା

‘ଭାରତ ଟ୍ୟାକ୍ସି’ କେବଳ ଏକ ଯୋଜନା ନୁହେଁ; ଚାଳକମାନଙ୍କୁ ସମ୍ମାନିତ ‘ସାରଥ୍' ଭାବେ ସ୍ଥାପିତ କରିବାର ଏକ ସଶକୁ ପଦକ୍ଷେପ

କେନ୍ଦ୍ର ଗୃହ ଏବଂ ବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତ ଟ୍ୟାକ୍ସିର 'ସାରଥ୍' ମାନଙ୍କ ସହ ଭାବ ବିନିମୟ କରିଥିଲେ।

ଏହି ଆ ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଶ୍ରମ କରନ୍ତି, ସେମାନେ ହିଁ ଲାଭ ପାଇବା ଉଚିତ। ସେ କହିଥୂଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଟ୍ୟାକ୍ସି ମାଲିକଙ୍କୁ ସମୃଦ୍ଧ କରିବା, ଏବଂ 'ସାରଥ୍' ହେଉଛନ୍ତି ପ୍ରକୃତ ମାଲିକ। ଶ୍ରୀ ଶା ଶାହ କହିଥିଲେ ‌‌ ଯେ 'ସାରଥ୍ ' ମାନେ ହେଉଛନ୍ତି ଭାରତ ଟ୍ୟାକ୍ସିର ମାଲିକ ଏବଂ ଏହାର ଲାଭରେ ସେମାନଙ୍କର ମଧ୍ଯ ମଧ୍ୟ ଅଂଶ ଅଂଶ ରହିବ। ସମବାୟ ନାୟ ମନ୍ତ୍ରୀ କହିଥିଲେ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ନଗର ନିଗମରେ 'ଭାରତ ଟ୍ୟାକ୍ସି ' ଉପଲବ୍ଧ ହେବ।

ଶ୍ରୀ ଶାହ କହିଥିଲେ ଯେ ଦେଶର ପାଞ୍ଚଟି ପ୍ରମୁଖ ସମବାୟ ସମିତିକୁ ଏକାଠି କରି ଭାରତ ଟ୍ୟାକ୍ସି ପ୍ରତିଷ୍ଠା କରାଯାଇଛି। ସେ କହିଥିଲେ ଯେ 'ସାରଥ୍' ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ, ଅଂଶୀଦାର ହେବାକୁ ଚାହୁଁଥ‌ିବା ଯେକୌଣସି 'ସାରଥ୍' ୫୦୦ ଟଙ୍କା ମୂଲ୍ୟର ସେୟାର କ୍ରୟ କରି ମାଲିକାନା ଅଧୂକାର ହାସଲ କରିବେ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଭାରତ ଟ୍ୟାକ୍ସିର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ କେତେକ ଆସନ ସାରଥୂମାନଙ୍କ ପାଇଁ ସଂରକ୍ଷି ରହିବ। ଥରେ ସାରଥୂମାନେ ନିର୍ଦ୍ଦେଶକ ମଣ୍ଡଳୀର ଅଂଶ ହୋଇଗଲେ, ସେମାନେ ନିଜେ ଅନ୍ୟ ଚାଳକମାନଙ୍କ ସ୍ବାର୍ଥ ଏବଂ ଚିନ୍ତାଧାରାକୁ ସୁରକ୍ଷା ଏବଂ ପ୍ରତିନିଧୂତ୍ବ କରିବେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଘରୋଇ କମ୍ପାନୀ ଭଳି ବଡ଼ ଲାଭ ଅର୍ଜନ କରିବା ନୁହେଁ। ସେ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ଆମର ଚାଳକ ଭାଇମାନଙ୍କୁ ସଶକ୍ତି କରିବା। ସେ କହିଥିଲେ ଯେ ଭାରତ ଟ୍ୟାକ୍ସିର ଅଂଶଧନ ସାରଥୀମାନଙ୍କ ପାଖରେ ରହିଛି, ଏବଂ ସେମାନେ ନିଜେ ଏହାର ମାଲିକ; ତେଣୁ ଭାରତ ଟ୍ୟାକ୍ସିର ନୀତି ନୀତି ମଧ୍ଯ ସାରଥୀମାନଙ୍କ ଦ୍ବାରା ସ୍ଥିର କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଟ୍ୟାକ୍ସି ହେଉଛି ଚାଳକମାନଙ୍କ ନିଜସ୍ବ ନିଜସ୍ବ କମ୍ପାନୀ ଏବଂ ସହଯୋଗ ଏହାର ମାର୍ଗଦର୍ଶକ ନୀତି ହେବା ଉଚିତ। ଭାରତ ଟ୍ୟାକ୍ସି ସାରଥୂମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବ, ସେମାନଙ୍କୁ ଶୋଷଣ କରିବ ନାହିଁ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ମୋଟ ଆୟର ୨୦ ପ୍ରତିଶତ ସାରଥୂମାନଙ୍କ ପୁଞ୍ଜି ଭାବେ ଭାରତ ଟ୍ୟାକ୍ସି ଆକାଉଣ୍ଡ ଜମା କରାଯିବ ଏବଂ ଟ୍ୟାକ୍ସି କେତେ କିଲୋମିଟର ଯାତ୍ରା କରିଛି, ତାହାକୁ ଆଧାର କରି ୮୦ ପ୍ରତିଶତ ଅର୍ଥ ।ର୍ଥ ସାରଥୂମାନଙ୍କ ନାଉଣ୍ଡକୁ ଫେରସ୍ତ କରାଯିବ। ଶ୍ରୀ ଶାହ କହିଥିଲେ ଯେ ପ୍ରାରମ୍ଭିକ ୩ ବର୍ଷ ଭାରତ ଟ୍ୟାକ୍ସିର ସମ୍ପ୍ର ସମ୍ପ୍ରସାରଣ ଦିଗରେ ଦିଗ ଯିବ ଏବଂ рого ପ୍ରତିଶତ ସାରଥୂ ଭାଇମାନଙ୍କୁ ଏହା ପ ପରେ ଯେଉଁ ଲାଭ ହେବ, ତାହାର ୨୦ ପ୍ରତିଶତ ଭାରତ ଟ୍ୟାକ୍ସି ପାଖରେ ରହିବ ଏବଂ ଫେରାଇ ଦିଆଯିବ।

ସେ କହିଛନ୍ତି ଯେ ଏହା ଅଧୀନରେ କେନ୍ଦ୍ର ଗୃହମ ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ଶୁଭାରମ୍ଭ ଏକ ପ୍ରମୁଖ ସମବାୟ ଆନ୍ଦୋଳ ସେ ଭାରତ ଟ୍ୟାକ୍ସି ସାରଥଙ୍କ ଟ୍ୟାକ୍ସିଗୁଡ଼ିକୁ ବନ୍ଧକ ରଖୂବ ଏବଂ ସମବାୟ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କୁ ଋଣ ପ୍ରଦାନ କରିବ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିରେ କିଛି ଲୁଚାଛପା ରହିବ ନାହିଁ। ବିଜ୍ଞପ୍ତି ମାଧ୍ୟମରେ ସାରଥୀମାନଙ୍କୁ ପ୍ରତ୍ୟେକ ପ୍ରଦାନ କରିବା ଦ୍ବାରା 'ଭାରତ ଟ୍ୟାକ୍ସି ' ବିଶ୍ବର ସବୁଠାରୁ ସ୍ବଚ୍ଛ ଟ୍ୟାକ୍ସି ସେବା ହେବ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ସୂଚନା

ସାରଥୂମାନଙ୍କ ସର୍ବନିମ୍ନ କାର୍ଯ୍ୟକ୍ଷମତା ଆଧାରରେ ଏକ ବେସଲାଇନ କିଲୋମିଟର ହାର ପ୍ରତିଷ୍ଠା କରି କାର୍ଯ୍ୟ କରିବ। ଭାରତ ଟ୍ୟାକ୍ସିରେ ଅଟୋ ମୂଲ୍ୟ, ପେଟ୍ରୋଲ ବ୍ୟବହାର ଏବଂ ସର୍ବନିମ୍ନ ଲାଭକୁ ମିଶାଇ ଏକ ଆଧାର ହାର ସୃଷ୍ଟି କରା‌ଯିବ ଏବଂ ଏହି ସେବା ଧାର୍ଯ୍ୟ ହାରଠାରୁ ତଳେ କାର୍ଯ୍ୟ କରିବ ନାହିଁ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଲାଭ ଅର୍ଜନ କରିବା ନୁହେଁ, କାରଣ ସାରଥୂମାନେ ନିଜେ ଏହି ସମବାୟ ସମିତିର ମାଲିକ ଅଟନ୍ତି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତ ଟ୍ୟାକ୍ସିରେ 'ସାରଥୂ ଦିଦି ' (ମହିଳା ଚାଳକ) ର ପରିକଳ୍ପନା କରାଯାଇଛି । ଭାରତ ଟ୍ୟାକ୍ସିର 'ସାରୡ ଦିଦି ' ସୁବିଧା ମହିଳା ସାରଥ୍ ମାନଙ୍କୁ ଆତ୍ମନିର୍ଭରଶୀଳ କରିବ ଏବଂ ମହିଳା ଯାତ୍ରୀ ତଥା ସାରଥ୍ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଆଗାମୀ ଦିନରେ ଭାରତ ଟ୍ୟାକ୍ସି ଆପରେ 'ସାରଥୂ ଦିଦି ' ନାମରେ ଏକ ବ୍ୟବସ୍ଥା କରାଯିବ, ଯାହାଦ୍ବାରା ଯେତେବେଳେ ବି ଜଣେ ଏକାକୀ ମହିଳା ଯାତ୍ରୀ ରହିବେ, ତାଙ୍କୁ ସ୍ବାଭାବିକ ଭାବେ 'ସାରଥ୍ ଦିଦି' ରେ ଅପେକ୍ଷାକୃତ ଅଧୂକ ପ୍ରାଥମିକତା ପାଇବେ ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସି ୱେବସାଇଟରେ ସାରଥୀମାନଙ୍କ ଅଭିଯୋଗ ପାଇଁ ଏକ ୱିଣ୍ଡୋ ଖୋଲାଯିବ, ଯେଉଁଠି ସେମାନେ ନିଜ ମୋବାଇଲ୍ ନମ୍ବର ବ୍ୟବହାର କରି ଲଗ୍ ଇନ୍ କରିପାରିବେ ଏବଂ ନିଜର ସମସ୍ତ ସମସ୍ୟା ଦାଖଲ କରିପାରିବେ। ଏହି ଆଧାରରେ, ଆମେ ସେହି ଅନୁଯାୟୀ ନୀତିଗୁଡ଼ିକୁ ସଂଶୋଧନ କରିବାରେ ସକ୍ଷମ ହେବୁ। ଭାରତ ଟ୍ୟାକ୍ସି ଯେପରି ସାରଥୂମାନଙ୍କ ସମସ୍ୟାର ସମାଧାନ କରିବ, ସେହିପରି ଅନ୍ୟ ଟ୍ୟାକ୍ସି କମ୍ପାନୀଗୁଡ଼ିକୁ ମଧ୍ୟ କରିବାକୁ ପଡ଼ିବ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଗ୍ରାହକଙ୍କୁ ଖୁସି ରଖୁବା ସହିତ ସାରଥୀଙ୍କ କଲ୍ୟାଣ ମଧ୍ଯ ସୁନିଶ୍ଚିତ କରିବା ଉଚିତ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ସାରଥୀମାନେ କଦାପି ନିଜକୁ ଡ୍ରାଇଭର ବୋଲି କହିବା ଉଚିତ ନୁହେଁ; ବରଂ ସେମାନେ ଗର୍ବର ସହ ନିଜକୁ ସାରଥୀ ବୋଲି କହିବା ଉଚିତ। ସେ କହିଥିଲେ ଯେ ସାରଥମାନଙ୍କ ମନରେ ଏହି ମର୍ଯ୍ୟାଦା ଏବଂ ଗର୍ବର ଭାବନା ସୃଷ୍ଟି କରିବା ଭାରତ ଟ୍ୟାକ୍ସିର ଦାୟିତ୍ବ। ଭାରତ ଟ୍ୟାକ୍ସି ସଂସ୍କାର ପାଇଁ ସମସ୍ତ ସମ୍ଭାବନାର ଅନ୍ବେଷଣ କରିବ ଏବଂ ଏହା ଆଗକୁ ବଢ଼ିବା ସହିତ ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ଯ ବାହାରିବ। ଶ୍ରୀ ଶାହ ଆହୁରି କହିଥିଲେ ଯେ, ‘ସାରଥ୍' ଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ମଧ୍ୟ' ସାରଥ୍' ମାନଙ୍କ ଦାୟିତ୍ଵ।

ଶ୍ରୀ ଶାହ କହିଥିଲେ ଯେ, ଏକ ଉପଯୁକ୍ତ ବ୍ୟବସ୍ଥାର ବିକାଶ ଦ୍ବାରା ହିଁ ଟ୍ୟାକ୍ସି କ୍ଷେତ୍ରର ସମସ୍ୟାର ସମାଧାନ ହୋଇପାରିବ। ସେ କହିଥିଲେ ଯେ ବର୍ତ୍ତମାନ ବିଦ୍ୟମାନ କମ୍ପାନୀଗୁଡ଼ିକର ଉଦ୍ଦେଶ୍ୟ ସାରଥମାନଙ୍କ କଲ୍ୟାଣ ନୁହେଁ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ଉଭୟ ସାରଥଙ୍କ କଲ୍ୟାଣ ଏବଂ ଗ୍ରାହକଙ୍କ ପ୍ରତି ଉତ୍ତମ ବ୍ୟବହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ସାରଥୂମାନଙ୍କ ସହ ନିରନ୍ଧର ଆଲୋଚନା ଏବଂ ସେମାନଙ୍କ ଅସୁବିଧା ଶୁଣିବା କାର୍ଯ୍ୟକ୍ରମ ଜାରି ରହିବ ଏବଂ ଅନଲାଇନ୍ ମାଧ୍ଯମ, ଶାରୀରିକ ବୈଠକ ଏବଂ କଲ୍ ସେଣ୍ଟର ମାଧ୍ୟମରେ ସାରଥୂମାନଙ୍କ ସହ ଯୋଗାଯୋଗ ଜାରି ରହିବ।