ଭାରତ ଦ୍ୱିତୀୟ ଟ୍ୱଣ୍ଟି ରେ...
ଦ୍ବିତୀୟ ଟି ଟ୍ବେଣ୍ଟିରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ
୧୮୧ ରନ୍ ଟାର୍ଗେଟକୁ ୬ ୱିକେଟ ହରାଇ ହାସଲ କଲା ଭାରତ
ତିଲକ ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଜିତିଲା ଭାରତ
ନମନ ଧୀରଙ୍କ ଲଢୁଆ ୩୧, ନୀତିଶ ରେଡ୍ଡୀଙ୍କ ଅପରାଜିତ ୨୬ ରନ୍
ସଞ୍ଜୁ, ବୈଭବ, ଅଧିନାୟକ ଶ୍ରେୟସ ବ୍ୟାଟିଂରେ ବିଫଳ
୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ