ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ଘୁର୍ଣ୍ଣିଝଡ଼ ହେବାର ସମ୍ଭାବନା ଅଛି ।

Jun 14, 2026 - 22:54
 55

ଏଥିପ୍ରତି ଜନସାଧାରଣ ସତର୍କ ରହିବାକୁ ଅନୁରୋଧ । 

SRC, Odisha