'‘ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ବରରେ ଉନ୍ମୋଚିତ
'‘ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ବରରେ ଉନ୍ମୋଚିତ
ଜନ୍ମ ସମୟରେ ଲିଙ୍ଗ ଅନୁପାତ ୯୦୪ରୁ ୯୧୭କୁ ବୃଦ୍ଧି
ଓ ଝିଅ ଉଭୟଙ୍କ କ୍ଷେତ୍ରରେ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସ
କେନ୍ଦ୍ର ସରକା ସରକାରଙ୍କ ପରିସଂଖ୍ୟାନ এক • କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳ ନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରଠାରେ ''ବିକାଶ ପାଇଁ ତଥ ତଥ୍ୟ ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ଅବସରରେ '‘ଭାରତରେ ମହିଳା ଏବଂ ପୁରୁଷ ୨୦୨୫: ଚୟନିତ ସୂଚକ ଏବଂ ତ ତଥ୍ୟ' ଶୀର୍ଷକ ପ୍ରକାଶନର ନର ୨୭ତମ ସଂସ୍କରଣ ଉନ୍ମୋଚନ କରାଯାଇଛି ।
ଏହି ପ୍ରକାଶ ନାଶନରେ ଜନସଂଖ୍ୟା, ଶିକ୍ଷା, 11, ସ୍ବାସ୍ଥ୍ୟ, ଆର୍ଥିକ । ଅଂଶଗ୍ରହଣ, ନିଷ୍ପଭି ଭି ନେବାର କ୍ଷମତା, ମହିଳା ବିରୋଧୀ ହିଂସା ଏବଂ ଅନ୍ୟାନ୍ୟ ଲିଙ୍ଗ-ସମ୍ୱନ୍ଧୀୟ ପ୍ରସଙ୍ଗ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଚୟନିତ ସୂଚକଗୁଡ଼ିକର ଏକ ସଂକଳନ ମା ମାଧ୍ୟମରେ ଭାରତରେ ମହିଳା ଓ ପୁରୁଷଙ୍କ ସ୍ଥିତିର ଏକ ବ୍ୟାପକ ଅବଲୋକନ କନ ପ୍ରସ୍ତୁ ପ୍ରସ୍ତୁତ କରାଯାଇ ପାଇଛି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରୁ ମିଳିଥିବା । ସୂଚନାର ଉପଯୋଗ କରାଯା କରାଯାଇଛି । ସ୍ପଷ୍ଟତା ବୃଦ୍ଧି କରିବା ଏବଂ ପ୍ରକାଶନରେ ଉପସ୍ଥାପିତ ତଥ୍ୟର ଅନ୍ତ ଅନ୍ତର୍ନିହିତ ଅବଧାର ଧାରଣା, ପରିଭାଷା, ଉତ୍ସ ଏବଂ ପଦ୍ଧତିଗତ ଦିଗଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ପାଇଁ ୫୦ଟି ପ୍ରମୁଖ ସୂଚକ ଲାଗି ମେଟାଡାଟାକୁ ମଧ୍ୟ ଏଥିରେ ଯୋଡାଯାଇଛି ।
ସରକାରୀ ତଥ୍ୟ ଆଧାରରେ ଏହି ପ୍ରକାଶନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିଷୟ ଉପରେ ଲିଙ୍ଗ-ବିଭାଜିତ ତଥ୍ୟ ପ୍ରଦାନ କରିବ। । ଏଥିରେ ଗ୍ରାମୀଣ-ସହରୀ ବର୍ଗୀକରଣ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉପଲବ୍ଧ ହେବା ସ୍ଥିତିରେ ଠିକ୍ ସମୟରେ ସଂକେତକ ପ୍ରସ୍ତୁତ କରାଯାଇଛି । ଏହା ସାରା ଦେଶରେ ବିକଶିତ ହେଉଥିବା ଲିଙ୍ଗଗତ ଅସମାନତା ଏବଂ ବିକାଶ ଧାରା ବିଷୟରେ ଗଭଭାବେ ବୁଝିବାରେ ସାହାଯ୍ୟ କରିବ । ଗଭୀର
ପ୍ରମୁଖ ସାମାଜିକ-ଆର୍ଥିକ ସଂକେତକଗୁଡ଼ିକର ବିଶ୍ଳେଷଣ ପ୍ରସ୍ତୁତ କରି ତଥା ଉଦୀୟମାନ ଧାରାଗୁଡ଼ିକ ଉପରେ ଆଲୋକପାତ କରି, ଏହି ପ୍ରବ ପ୍ରକାଶନ ନୀତି ନିର୍ଦ୍ଧାରକ, ଗବେଷକ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଲିଙ୍ଗ-ସମ୍ବେଦନଶୀଳ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ମୂଲ୍ୟବାନ ପ୍ରମାଣ ପ୍ରଦାନ କରେ ।
''ଭାରତରେ ରତରେ ମହିଳା ଓ ପୁରୁଷ ୨୦୨୫: ମନୋନୀତ ସଂକେତକ ଓ ତଥ୍ୟ’' ନାମରେ ପ୍ରକାଶିତ ଏହି ଲେଖା ମନ୍ତ୍ରଣାଳୟର ୱେବସାଇଟ୍ (https://mospi.gov.in/ ) ରେ ଉପଲବ୍ଧ ।
ପ୍ରକାଶନରେ ଦିଆଯାଇଥିବା ଏକ ପ୍ରମୁଖ ବିଶେଷତ୍ବ ନିମ୍ନରେ ଦିଆଗଲା:
ସର୍ବଭାରତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଛି | এখা ୨୦୧୭-୧୯ରେ ୯୦୪ରୁ ବୃଦ୍ଧି ପାଇ ୨୦୨୧-୨୩ରେ ୯୧୭ରେ ପହଞ୍ଚିଛି । ଞ୍ଚିଛି । ଏହି ତଥ୍ୟ ମହିଳାଙ୍କ ଜୀବିତ ରହିବାର ହାରରେ ସୁଧାର ଆସିଥିବା ସଂକେତ ଦେଇଥାଏ ।
୨୦୦୮ ରୁ १०११ ମଧ୍ଯରେ ପୁଅ ଓ ଝିଅ ଉ ଉଭୟଙ୍କ ପାଇଁ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନ ନିରନ୍ତର ହ୍ରାସ ଦେଖିବାକୁ ମିଳିଛି ।
ପ୍ରାଥମିକ ଶିକ୍ଷାଠ ଶିକ୍ଷାଠାରୁ ଉଚ୍ଚ ମାଧ୍ଯମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ମହିଳା-ପୁରୁଷ ଲିଙ୍ଗଗତ ମାନତା ହାସଲ କରାଯାଇଛି । ସମା
ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୨୧-୨୨ ଏବଂ १०99 ୨୨-୨୩ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ୨୮.୫ ରୁ ବୃଦ୍ଧି ପାଇ ୩୦.୨ ଏବଂ ପୁରୁଷଙ୍କ କ୍ଷେତ୍ରରେ ୨୮.୩ ରୁ କ୍ଷେତ୍ରରେ ୨୮.୯ ରେ ପହଞ୍ଚିଛି |
୧୫ ବର୍ଷ ଏବଂ ତଦୁର୍ଦ୍ଧ ବୟସର ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ଶ୍ରମଶକ୍ତି ଅଂଶଗ୍ରହଣ ହାର ବୃଦ୍ଧି ପାଇଛି । ଗ୍ରାମୀଣ ମହିଳାମାନଙ୍କ କ୍ଷେତ୍ରରେ ଏହି ହାରରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି |
୨୦୨୨ ରୁ ୨୦୨୫ ମଧ୍ଯରେ ୩୭.୫ ପ୍ରତିଶତରୁ ତିଶତରୁ ୪୫.୯ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୧୭ ରୁ ୨୦୨୫ ମଧ୍ଯରେ ପରିଚାଳକ ପଦବୀରେ ନିଯୁକ୍ତ ପୁରୁଷଙ୍କ ସଂଖ୍ୟା ୭୩.୮୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ସେହି ସମୟ ମଧ୍ଯରେ ପରିଚାଳ ଳକ ପଦବୀରେ ନିଯୁକ୍ତ ମହିଳାଙ୍କ ସଂଖ୍ୟା ୧୦୨.୫୪ ପ୍ରତିଶତ ବୃଦ୍ଧି ପାଇଛି I