ଭାରତୀୟ ହକି ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ !

Oct 3, 2026 - 11:03
 4
ଭାରତୀୟ ହକି ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ !

ଏସୀୟ କ୍ରୀଡ଼ା ୨୦୨୬ରେ ଚୀନ୍‌କୁ ପରାସ୍ତ କରିବା ଏବଂ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବାରୁ ଆମର ଚମତ୍କାର ମହିଳା ହକି ଦଳକୁ ଅଶେଷ ଅଭିନନ୍ଦନ।

ଆପଣମାନଙ୍କ ଦୃଢ଼ ମନୋବଳ, ଉତ୍ସାହ ଏବଂ ଲଢ଼ୁଆ ମନୋଭାବ ସମଗ୍ର ଦେଶକୁ ଗର୍ବିତ କରିଛି।

ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତ ଅସଂଖ୍ୟ ଯୁବ ହକି ତାରକାଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉଚ୍ଚ ଲକ୍ଷ୍ୟ ରଖିବା ପାଇଁ ଅନୁପ୍ରାଣିତ କରୁ।
-ସୂର୍ଯ୍ୟବଂଶୀ ସୁରଜ