ଭାରତର ବିଜୟ ଏକମାତ୍ର ଲକ୍ଷ୍ୟ...
ଇମର୍ଜିଂ ଏସିଆ କପ୍ କ୍ରିକେଟ: ଭାରତର ବୃହତ ବିଜୟ
ପ୍ରଥମ ମ୍ୟାଚରେ ନେପାଳକୁ ୩୦୬ ରନରେ ହରାଇଲା ଭାରତ
ପ୍ରଥମେ ବ୍ୟାଟିଂ କରି ଭାରତ ୩୩୨/୯, ନେପାଳ ୨୬ ରନ୍ରେ ଅଲଆଉଟ
ଭାରତ ପକ୍ଷରୁ କୁମାର କୁଶାଗ୍ରଙ୍କ ୧୧୭ ଓ ତିଲକ ବର୍ମାଙ୍କ ୧୦୭ ରନ୍
ପ୍ରିନ୍ସ ଯାଦବଙ୍କୁ ୫ ଓ ହର୍ଷିତ ରାଣାଙ୍କୁ ୪ ୱିକେଟ୍ ସଫଳତା