ହଜିଗଲେ କବି ଆର୍ତତ୍ରାଣ

Oct 3, 2026 - 11:26
 3
ହଜିଗଲେ କବି ଆର୍ତତ୍ରାଣ

ବରିଷ୍ଠ ବ୍ୟଙ୍ଗ କବି ତଥା କଳାକାର ଆର୍ତ୍ତତ୍ରାଣମିଶ୍ରଙ୍କ ପରଲୋକ...

ଦୁର୍ଘଟଣାରେ ଗୁରୁତର ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ମିଶ୍ରଙ୍କ ପରଲୋକ

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଗତ ୨୭ରେ ଗଣିଆ କିଶୋରପ୍ରସାଦ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ

OTVର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍‌ ଓଡ଼ିଶା ପଲିଟିକାଲ୍‌ ସର୍କସ୍‌’ରେ ଅଭିନୟ କରୁଥିଲେ