ସାରା ରାଜ୍ୟରେ ବାର (ଓକିଲ) ସଂଘ ନିର୍ବାଚନ...
ସାରା ରାଜ୍ୟରେ ବାର (ଓକିଲ) ସଂଘ ନିର୍ବାଚନ...
ଏହି କ୍ରମରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା ସରିଛି |
ଅଶୋକ ଛୋଟରାୟ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି
ଉପସଭାପତି ପଦରେ ସୁଶାନ୍ତ ଦାଶ ନିର୍ବାଚିତ ହୋଇଛନ୍ତି
ହିତେନ୍ ନାୟକ କୋଷାଧ୍ୟକ୍ଷ,
ସୁମନ ରାଉତରାୟ ସମ୍ପାଦକ,
ସଙ୍ଗୀତା ପଟ୍ଟନାଏକ ଯୁଗ୍ମ ସମ୍ପାଦକ,
ଜ୍ୟୋତିର୍ମୟୀ ପଣ୍ଡା ସହକାରୀ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି।
ସେହିପରି ଭୁବନେଶ୍ୱର ଟ୍ୟାକ୍ସ ବାର ସଂଘ ନିର୍ବାଚନ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି।
ସଭାପତି ପଦରେ ଗୌର ପ୍ରସାଦ ରଥ ବିଜୟ ହୋଇଛନ୍ତି
ଉପସଭାପତି ଭାବେ ଉପେନ୍ଦ୍ର କୁମାର ପଟ୍ଟନାୟକ,
ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଶତପଥି
ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱଜିତ ପଟ୍ଟନାୟକ,
ସହକାରୀ ସମ୍ପାଦକ ଭାବେ ସୁଶୀଲ ସାମନ୍ତରାୟ
କୋଷାଧ୍ୟକ୍ଷ ଭାବେ ସୁମନ୍ତ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି।