ଭୁବନେଶ୍ୱର BMC ତରଫରୁ ଖୁବ ଶୀଘ୍ର କୁକୁର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ | BMC କମିଶନର

Aug 28, 2025 - 23:10
 8
ଭୁବନେଶ୍ୱର BMC ତରଫରୁ ଖୁବ ଶୀଘ୍ର କୁକୁର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ | BMC କମିଶନର

ଭୁବନେଶ୍ୱର BMC ତରଫରୁ ଖୁବ ଶୀଘ୍ର କୁକୁର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ | BMC କମିଶନର

ଚଞ୍ଚଳ ରଣା ଙ୍କ ସୂଚନା ମୁତାବକ ପ୍ରାୟତଃ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ଗଣନା ଆରମ୍ଭ ହୋଇ ମାସ ଶେଷ ସୁଦ୍ଧା ଶେଷ ହେବ |

ଏହି ଗଣନା କାମରେ ନିୟୋଜିତ ହେବେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ଅଧିକାରୀଗଣ |

ଗଣନା ପୂର୍ବରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ | ଗଣନାକୁ

୧୦ ଦିନ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି |

ଭେଟେନାରୀ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତି ୱାର୍ଡ ଗଣନା କରାଯିବ ବୋଲି କମିଶନର କହିଛନ୍ତି |