ଭୁବନେଶ୍ୱର ରେ ଖୁବ ଶୀଘ୍ର ଖୋଲିବ SEBI ର ଆଞ୍ଚଳିକ କାର୍ଯ୍ୟାଳୟ...

May 19, 2026 - 13:39
 18
ଭୁବନେଶ୍ୱର ରେ ଖୁବ ଶୀଘ୍ର ଖୋଲିବ SEBI ର ଆଞ୍ଚଳିକ କାର୍ଯ୍ୟାଳୟ...

ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ

ସୂଚନା ଦେଲେ SEBI ଅଧକ୍ଷ ତୁହିନକାନ୍ତ ପାଣ୍ଡେ

ଏହା ହେବ ପୂର୍ବ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ

କିଛି ମାସ ମଧରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ

SEBI କାର୍ଯ୍ୟମକରିବା ଦିଗରେ ସମସ୍ତ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି