ମନ୍ଦିର ରେ ପ୍ଲାଷ୍ଟିକ ବ୍ୟବହାର ହେଲା ବ୍ୟାନ...
ମନ୍ଦିର ରେ ପ୍ଲାଷ୍ଟିକ ବ୍ୟବହାର ହେଲା ବ୍ୟାନ...
କେହି ମନ୍ଦିରକୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ ନେଇ ଯାଇପାରିବେ ନାହିଁ
ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ହେଲା ନିର୍ଦେଶନାମା
ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ।
ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ପୂଜା ସାମଗ୍ରୀ,ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।