ମାଟ୍ରିକ ଖାତା ଦେଖା ମୂଲ୍ୟୟାନଆରମ୍ଭ...

Mar 19, 2026 - 16:01
 18
ମାଟ୍ରିକ ଖାତା ଦେଖା ମୂଲ୍ୟୟାନଆରମ୍ଭ...

ମାଟ୍ରିକ ଖାତା ଦେଖା ମୂଲ୍ୟୟାନଆରମ୍ଭ...

ଆଜିଠାର ଆମ୍ଭର ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 

ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା ହୋଇଛି 

୧୫ ହଜାର ନୀରିକ୍ଷକ ନିୟୋଜିତ ଖାତା ଦେଖିବା ପାଇଁ 

ଆଜିଠାରୁ ସଵଜେକ୍ଟିଭ ଖାତା ଦେଖା ଆରମ୍ଭ ହେବ

ନୀରିକ୍ଷକମାନଙ୍କୁ ମୋବାଇଲ ବାରଣ କରାଯାଇଛି। 

ମୂଲ୍ୟାୟନ ପକ୍ରିୟା ତ୍ରୁଟିଶୂନ୍ୟ କରିବାକୁ ଵୋର୍ଡ ପକ୍ଷରୁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି 

ମେ' ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷା ଫଳ।