ମାନ୍ୟବର ରାଜ୍ୟପାଳ ଗୋପାଳପୁର ପରିଦର୍ଶନ ରେ...
ମାନ୍ୟବର ରାଜ୍ୟପାଳ ଗୋପାଳପୁର ପରିଦର୍ଶନ ରେ...
ସେ ପ୍ରତିରକ୍ଷା ପ୍ରତିଷ୍ଠାନ ବୁଲିବା ଅବସରରେ ପ୍ରତିରକ୍ଷା ନବସୃଜନ ଏବଂ କ୍ଷମତା ନିର୍ମାଣରେ ପ୍ରତିଷ୍ଠାନର ଉତ୍କର୍ଷତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ।
ଭବିଷ୍ୟତର ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ସ୍ୱଦେଶୀ ସମାଧାନ ବିକାଶ ପାଇଁ ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ ବୋଲି ମତ ରଖିଥିଲେ |
ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ପ୍ରଦର୍ଶିତ ସମର୍ପଣ, ବୃତ୍ତିଗତତା ଏବଂ କର୍ତ୍ତବ୍ୟବୋଧ ଭାରତର ସଶସ୍ତ୍ର ବାହିନୀର ଶକ୍ତି ଏବଂ ପ୍ରସ୍ତୁତିକୁ ନିଶ୍ଚିତ ପ୍ରତିଫଳିତ କରିବ ବୋଲି ଆଶା କରିଥିଲେ ।