ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷିଣ ପ୍ରତିଷ୍ଠାନ

Sep 5, 2025 - 22:58
 33
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷିଣ ପ୍ରତିଷ୍ଠାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷିଣ ପ୍ରତିଷ୍ଠାନ, ଢେଙ୍କାନାଳ ମନୋନୀତ ହୋଇଥିବା ଅବସରରେ ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରୁଛନ୍ତି ଅଧକ୍ଷ - ଲକ୍ଷ୍ମଣ କୁମାର ସାହୁ ଓ ପ୍ରଶିକ୍ଷତ୍ରୀ ପ୍ରଭାତୀ ସ୍ୱାଇ