ସୁନିଆ ପର୍ବ : ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ରେ ସୁନିଆଁ ପର୍ବ ପାଳିତ ହୁଏ | ଏହି ଦିନ ଗଜପତି ମହାରାଜାତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ରାଜତ୍ୱର ୬୯ (ନୂଆ)ନୂତନ ଅଙ୍କ ପ୍ରଚଳନ ହୁଏ | ଉତ୍କଳୀୟ ସନ ୧୪୩୩ ସାଲ ର ଆରମ୍ଭ ହୁଏ |

Sep 5, 2025 - 23:00
Sep 6, 2025 - 08:23
 18
ସୁନିଆ ପର୍ବ : ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ରେ ସୁନିଆଁ ପର୍ବ ପାଳିତ ହୁଏ | ଏହି ଦିନ ଗଜପତି ମହାରାଜାତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ରାଜତ୍ୱର ୬୯  (ନୂଆ)ନୂତନ ଅଙ୍କ ପ୍ରଚଳନ ହୁଏ | ଉତ୍କଳୀୟ ସନ ୧୪୩୩ ସାଲ ର ଆରମ୍ଭ ହୁଏ  |

ଏହି ଦିନ ଗଜପତି ମହାରାଜାତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ରାଜତ୍ୱର ୬୯ (ନୂଆ)ନୂତନ ଅଙ୍କ ପ୍ରଚଳନ ହୁଏ |

ଉତ୍କଳୀୟ ସନ ୧୪୩୩ ସାଲ ର ଆରମ୍ଭ ହୁଏ |

ଷୋଳ ଶାସନରୁ ବ୍ରାହ୍ମଣମାନେ ଗଜପତିଙ୍କୁ ନଡ଼ିଆ ଭେଟି ଦେଇ ଆଶୀର୍ବାଦ କାମନା କରନ୍ତି |

ପରେ ପରେ ଗଜପତି ମହାରାଜା ପୁରୁଣା ନହରକୁ ଯାଇ ଶ୍ୟାମା କାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରନ୍ତି |