ମୁଖ୍ୟମନ୍ତ୍ରୀଙ୍କ ନୂତନ ଲୋକାଭିମୁଖୀ ପଦକ୍ଷେପ .

ମୁଖ୍ୟମନ୍ତ୍ରୀଙ୍କ ନୂତନ ଲୋକାଭିମୁଖୀ ପଦକ୍ଷେପ .

ବଢ଼ିଲା_ମୃତ୍ୟୁକାଳୀନ_ସହାୟତା_ରାଶି* *ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି .* *6 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ.* *ବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନାରେ ମିଳିବ ଘର* *ରୋଷେଇ ଘର, ଧାନ ସଂରକ୍ଷଣ ଗୃହ, ହାଳ ପାଇଁ ମିଳିବ 3 ହଜାର ଟଙ୍କା* *ପାଚେରି, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ମିଳିବ 5 ହଜାର* *କିମ୍ବା ସର୍ବାଧିକ 25 ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଅନୁକମ୍ପାମୂଳକ ସହାୟତା ରାଶି.