ପାର୍ଟ ପ୍ଲଟ ବିକ୍ରୀର ର ବ୍ୟବସ୍ଥା ହେଲା ସହଜ ଓ ସୁଗମ.

Jun 11, 2025 - 17:24
Jun 11, 2025 - 17:31
 64
ପାର୍ଟ ପ୍ଲଟ ବିକ୍ରୀର ର ବ୍ୟବସ୍ଥା ହେଲା ସହଜ ଓ ସୁଗମ.

ପାର୍ଟ_ପ୍ଲଟ୍‌_ବିକ୍ରି_ବାଟ_ଖୋଲିଲା* -ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ୨ୟ ସଂଶୋଧନ ରୁଲ୍‌ -ପାର୍ଟ ପ୍ଲଟ୍‌ ବିକ୍ରି ବାଟ ଖୋଲିଲା, ଥରେ ୫ ଶହ ବର୍ଗମିଟର ବିକ୍ରି କରିହେବ -ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ -ମାତ୍ର ବିକ୍ରି ପାର୍ଟ ପ୍ଲଟ୍‌ ରିୟଲ ଇଷ୍ଟେଟ୍‌ ପାଇଁ ବ୍ୟବହାର ମନା -ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି ୫ ଶହ ବର୍ଗମିଟର ବିକି ହେବ