ଅମରନାଥ_ଯାତ୍ରା_୩୮_ଦିନକୁ_କମିଲା .

Jun 7, 2025 - 18:02
 12
ଅମରନାଥ_ଯାତ୍ରା_୩୮_ଦିନକୁ_କମିଲା  .

ଅମରନାଥ_ଯାତ୍ରା_୩୮_ଦିନକୁ_କମିଲା .
-୩ ଜୁଲାଇରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଅଗଷ୍ଟ ୯ରେ ସରିବ
-୩ ଜୁଲାଇରୁ ଆରମ୍ଭ ହୋଇ ୩୮ ଦିନ ଧରି ଚାଲିବ ଯାତ୍ରା
-ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ବଢ଼ାଗଲା ସୁରକ୍ଷା
-୫୮୧ କମ୍ପାନୀ CAPFs ସୁରକ୍ଷା ଦାୟିତ୍ବରେ ରହିବ
-ଗତବର୍ଷ ୫୨ ଦିନ ଚାଲିଥିଲା ଅମରନାଥ ଯାତ୍ରା