ମୋ ଜନ୍ମର ଆରମ୍ଭରୁ ମା ସାଥ ଦେଇ ଆଜି ପର୍ଯ୍ୟନ୍ତ ଆଗକୁ ବଢ଼ି ଚାଲିଛି |
ମୋ ଜନ୍ମର ଆରମ୍ଭରୁ ମା ସାଥ ଦେଇ ଆଜି ପର୍ଯ୍ୟନ୍ତ ଆଗକୁ ବଢ଼ି ଚାଲିଛି |
ବହୁ ଝଡ଼ଝଞ୍ଚା ଭିତରେ ନିଜ ଜୀବନକୁ ବାଦୀ ଲଗାଇ ସେ ମୋତେ ମଣିଷ କରି ୮୨ ବର୍ଷରେ ପହଂଚି ପାରିଛି |
ସେହି ବିଶ୍ୱ ନିୟନ୍ତାଙ୍କ ପାଦପଦ୍ମରେ ବିନମ୍ର ଭକ୍ତିପୂତ ତାକୁ ଆହୁରି ଜୀବନ୍ତ କରି ରଖନ୍ତୁ ସୁସ୍ୱାସ୍ଥ୍ୟ ଓ ନିରୋଗୀ କରି |