ବିଧାନ ସଭା Report
ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂତନ ପୁସ୍ତକରେ ୧୭୪୧ଗୋଟି ତ୍ରୁଟି..
ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବହି ତ୍ରୁଟି ପାଇଁ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି'
'୬ଜଣଙ୍କ ସହ ନିର୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି'
'ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ସହ ନିର୍ଦ୍ଦେଶକ ନିଲମ୍ୱିତ ହୋଇଛନ୍ତି'
ବିଧାୟକ ଗୌତମ ବୁଦ୍ଧଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ