ଯୁଦ୍ଧ କୁ ନେଇ ଟ୍ରମ୍ପଙ୍କ ବୟାନ ଓ ଆକଳନ...

Mar 2, 2026 - 10:16
 14
ଯୁଦ୍ଧ କୁ ନେଇ ଟ୍ରମ୍ପଙ୍କ ବୟାନ ଓ ଆକଳନ...

ଯୁଦ୍ଧ କୁ ନେଇ ଟ୍ରମ୍ପଙ୍କ ବୟାନ ଓ ଆକଳନ...

ଇରାନ୍ ସେନାକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ

ଅସ୍ତ୍ର ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ କହିଲେ ଟ୍ରମ୍ପ.

ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ'

'ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି

୫୦ ବର୍ଷ ଧରି ଏମାନେ ଆମେରିକା, ଇସ୍ରାଏଲ୍ ଉପରେ ଆକ୍ରମଣ କରି ଚାଲିଥିଲେ'

ଏମାନେ ବିଶ୍ୱ ଆତଙ୍କବାଦର ପ୍ରଥମ ରାଷ୍ଟ୍ର ପ୍ରାୟୋଜକ

'ଇରାନର ୯ଟି ଜାହାଜ ସହ ସେମାନଙ୍କ ନୌସେନା ବିଲ୍ଡିଂକୁ ଧ୍ବଂସ କରିଛୁ'

ଖାମେନେଇଙ୍କ ମୃତ୍ୟୁ ପରେ ଇରାନବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଛି'

'ଯୁଦ୍ଧ ଅଭିଯାନ ଜାରି ରହିଛି, ଉଦ୍ଦେଶ୍ୟ ହାସଲ ନ ହେବା ଯାଏଁ ଜାରି ରହିବ'

'ପରମାଣୁ ଅସ୍ତ୍ର ରଖିବାକୁ ଆମେ ଇରାନକୁ କଦାପି ଅନୁମତି ଦେବୁନୁ

ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ.

ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ'

ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ'

ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ- ଟ୍ରମ୍ପ.

ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି'

ଯୁଦ୍ଧରେ ଆମର ୩ ସୈନ୍ୟ ନିହତ ହୋଇଛନ୍ତି- ଟ୍ରମ୍ପ

'ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ'