ରନୂ ଭଣ୍ଡାର ର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି...
ରନୂ ଭଣ୍ଡାର ର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି...
ପୁରୀ : ଏପ୍ରିଲ ୮, ୯ ଓ ୧୦ରେ ବାହାର ରନ୍ଭଣ୍ଡାରର
ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହା ପରେ ଭିତର ରନୂଭଣ୍ଡାର ଗଣତି ମଣତି ହେବ । ରଥଯାତ୍ରା ପାଇଁ ୬ ମାସ ଆଗରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ତାପରେ ଭିତର ରନୂ ଭଣ୍ଡାର ଗଣତି ମଣଟି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିବ ।
ସେହିପରି ରଥଯାତ୍ରା ପାଇଁ ୬ ମାସ ଆଗରୁ ବୈଠକ ଚାଲିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ବାରମ୍ବାର ବୈଠକ ବସିଛି । ରତାହାଦଣ୍ଡକୁ ଯେପରି ଅଧୂକ ଗାଡ଼ି ପ୍ରବେଶ ନକରିବା ତା ଉପରେ ଗୁରୁତ୍ଵ ଦିଆଯାଉଛି । ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ଥି କାରଣ କରାଯିବା ସହ ଡିକଂଜେକ୍ସନ ଉପରେ ଗୁରୁତ୍ବ ଦିଆଯାଉଛି ।