ରାଜ ନୈତିକ ହାଲ ଚାଲ
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ବିରତ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି
ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ରାଜନୈତିକ ଅସ୍ତିତ୍ୱ ହରାଇ ବାକୁ ବସିଲାଣି
ଯାହା କିଛି ଅସ୍ତିତ୍ୱ ବାକି ଥିଲା, ସବୁ ଆଜି ଚାଲି ଯାଉଛି..
ଆଜିର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ
BJDର ୭ ରାଜ୍ୟସଭା ସାଂସଦ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ
NDA ଓ UPA ଠାରୁ ସମଦୂରତା ଜାହିର ରଖିବାକୁ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି
ପ୍ରକୃତ ଯୋଦ୍ଧା କେବେ ପଛଘୁଞ୍ଚା ଦିଏ ନାହିଁ ମରିବ ଜାଣିକି ମଧ୍ୟ
ପଛ ଘୁଞ୍ଚା ଦେଉଥିବା ସୈନିକ ଏକ କାପୁରୁଷ ନିଶ୍ଚିତ
BJD ନୀରବରେ କିଛି ଫରକ ନାହିଁ |