ଭଏସ ଅଫ ମିଡ଼ିଆ (VOM) ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସୌଜନ ମୂଳକ ସାକ୍ଷାତ କରିଥିଲେ |
ଭଏସ ଅଫ ମିଡ଼ିଆ (VOM) କେନ୍ଦୁଝର ଜିଲ୍ଲା ଟିମର ସଭାପତି ଶ୍ରୀ ସୁଢଳ କୁମାର ସେଠୀ ଓ ସାଧାରଣ ସମ୍ପାଦକ ଶ୍ରୀ ଶଶୀ ଭୂଷଣ ସିଂହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସୌଜନ ମୂଳକ ସାକ୍ଷାତ କରିଥିଲେ |
ଏହି ଅବସରରେ VOM ତରଫରୁ ଆସନ୍ତା ଡିସେମ୍ବର ମାସ ୧୩ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ |
ଏହି ଦଳରେ କେନ୍ଦୁଝର ସାଂସଦ ଅନନ୍ତ କୁମାର ନାୟକ, ପୌରପାଳିକା ଅଧକ୍ଷା ନିକୁ ସାହୁ, ଜିଲ୍ଲାପାଳ ବିଶାଳ ସିଂହ ଉପସ୍ଥିତ ମଧ୍ୟ ଥିଲେ |