ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନ ରାଜ୍ୟରେ ଜିଲ୍ଲା ବୃଦ୍ଧି ଦିଗରେ ସୂଚନା ଦେଉଛି

Sep 3, 2025 - 10:39
 17
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନ ରାଜ୍ୟରେ ଜିଲ୍ଲା ବୃଦ୍ଧି ଦିଗରେ ସୂଚନା ଦେଉଛି

ଏନ୍‌ଏସି ପରେ ଏବେ ବଢିପାରେ ଜିଲ୍ଲା ସଂଖ୍ୟା  | ବିଭାଜିତ ହେବ ପଞ୍ଚାୟତ ଏବଂ ସବ୍‌ଡିଭିଜନ । ଏନେଇ ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଏବେ ଏନଏସି କରାଯାଇଛି । ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବଡିଭିଜନ ବିଭାଜନ ହେବ । ମୟୁରଭଞ୍ଜ ଓ ସୁନ୍ଦରଗଡ ଭଳି ବଡ  ବଡ଼ ଜିଲ୍ଲା ମାନ ଅଛି।

ମନ୍ତ୍ରୀ କହିଛନ୍ତି, ୨୦୨୫ ମସିହା ଶେଷକୁ ଜନ ଗଣନା ଆରମ୍ବ ହେବ | ରାଜସ୍ବ ଗାଁ ଶୀଘ୍ର ଘୋଷଣା ହେବ| ।
ଏ ନେଇ କାହାର ପରାମର୍ଶ ନେବା ଆବଶ୍ୟକ ନାହିଁ (BJD କୁ ଇଙ୍ଗିତ ) ||