'ରାଜ୍ୟ ସଭା' ନିର୍ବାଚନ ହେବ ମାର୍ଚ୍ଚ ୧୬, ସୋମବାର ଦିନ...
'ରାଜ୍ୟ ସଭା' ନିର୍ବାଚନ ହେବ ମାର୍ଚ୍ଚ ୧୬, ସୋମବାର ଦିନ...
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
ଫେବୃଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି
ମାର୍ଚ୍ଚ ୫ ନାମାଙ୍କନର ଶେଷ ତାରିଖ
ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ
ଓଡ଼ିଶାର ୪ ଆସନ ପାଇଁ ଭୋଟ ଗ୍ରହଣ ହେବ
୧୦ ରାଜ୍ୟର ୩୭ ଆସନରେ ହେବ ନିର୍ବାଚନ
ନିର୍ବାଚନ ତାରିଖ ନେଇ ପ୍ରେସ୍ ନୋଟ୍ ଜାରି କଲା ECI
ସକାଳ ୯ରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ
ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଭୋଟ ଗଣତି
ଏପ୍ରିଲ ୨ରେ ସରୁଛି ୪ ସାଂସଦଙ୍କ କାର୍ଯ୍ୟକାଳ
ମମତା ମହନ୍ତ, ମୁନ୍ନା ଖାଁଙ୍କର କାର୍ଯ୍ୟକାଳ ସରୁଛି
ସୁଜିତ କୁମାର ଓ ନିରଞ୍ଜନ ବିଶିଙ୍କର ସରୁଛି କାର୍ଯ୍ୟକାଳ