ରାଜ୍ୟରେ ଏଲ ପି ଜି ଯୋଗାଣ ନେଇ ଯୋଗାଣ ବିଭାଗ ପ୍ରମୁଖ ସଚିବଙ୍କ ଗୁରୁତ୍ବପୂର୍ଣ ସୂଚନା...
ଭୁବନେଶ୍ବର ତା ୦୬/୦୪/୨୬:
ଆଜି ଲୋକସେବା ଭବନସ୍ଥିତ ଅନ୍ନପୂର୍ଣ୍ଣା ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖସଚିବ ଶ୍ରୀଯୁକ୍ତ ସଂଜୟ କୁମାର ସିଂ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ପ୍ରେସ ବିବୃତି ଦେଇଛନ୍ତି।
୫ କେଜି ସିଲିଣ୍ଡରକୁ ନେଇ ଦ୍ବନ୍ଦ୍ବ ଦୂର କଲେ ସଚିବ ଶ୍ରୀଯୁକ୍ତ ସିଂ । ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ୫ କେଜି ସିଲିଣ୍ଡର ଯୋଗାଇ ଦିଆଯିବ। ତୈଳ କମ୍ପାନୀ ଗୁଡ଼ିକ ୫ କେଜି ଏଲ ପି ଜି କନେକ୍ସନ ଦେଉଛନ୍ତି | ଯେଉଁମାନେ ଚାହିଁବେ ନିଜ ନିଜର ପରିଚୟ ପତ୍ର ଦେଖାଇ ନେଇ ପାରିବେ | ତୈଳ କମ୍ପାନୀ ଗୁଡ଼ିକ ପକ୍ଷରୁ କ୍ୟାମ୍ପ କରି ଯୋଗା ଯାଗାଇ ଦିଆଯାଉ ପାଉଛି। କେବଳ ବେଆଇନ ଭେଣ୍ଡରଙ୍କ ଉପ ଅଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବେଆଇନ ଭେଣ୍ଡରଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ନିଆଯାଉଛି। ଉପରେ କଟକଣା
ରାଜ୍ୟରେ ଏଲ ପି ଜି ଅଭାବ ନାହିଁ। ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି | ଘାରୋଇ ଗ୍ୟାସର ଗ୍ୟାସର କୌଣସି ଅଭାବ ନାହିଁ। କମର୍ସିଆଲ ଗ୍ୟାସ ଯୋଗାଣ ମଧ୍ୟ ସ୍ବାଭାବିକ ହୋଇ ଆସୁଛି । ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ଉପଲବ୍ଧ ହୋଇଗଲାଲାଣି ାଣି। ହସ୍ପିଟାଲ୍, ସ୍କୁଲ, ହଷ୍ଟେଲ, ଆହାର କେନ୍ଦ୍ର ଭଳି ସ୍ଥାନକୁ ୨୦ ପ୍ରତିଶତ ତିଶତ ଯୋଗା ଟି ରହିଛି। କିଛି ସମସ୍ଯା ଦିଆଯାଉଛି। ଜିଲ୍ଲା ପାଳଙ୍କ ଅଧ୍ଯକ୍ଷତାରେ କମିଟି ରହି ଆସିଲେ ସମ ସମଧାନ କରିବେ । ବେଆଇନ ଥାଇନ କାରବାର ଉପରେ ନଜର ବର ରଖାଯାଇଛି| ଯୋଗାଣ ବିଭାଗ ଅକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଉଛି। ଆଦି ଆଜି ପର୍ଯ୍ୟନ୍ତ ୧୬୩୩ ଟି ସ୍ଥାନରେ ଯାଞ୍ଚ କରାଯାଇଛି। ୩୧୦୫ ସିଲିଣ୍ଡର ଜବତ କରାଯାଇଛି। ୨୮୮ କେସ ରେକର୍ଡ କରାଯାଇଛି। କଳାବଜାରୀ ଓ ବେଆ ବଆଇନ୍ ଗ ଗଛିତ ସିଳି ସିଲିଣ୍ଡରକୁ ଜବତ କରାଯାଉଛି। ଡିଜିଟାଲ ବୁକିଙ୍ଗ ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ସଚିବ । ରାଜ୍ୟରେ ଏଲ.ପି. ପି.ଜି (LPG), ପେଟ୍ରୋ ଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରହିଛି ବୋଲି ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ନିଶ୍ଚିତ କରିଛନ୍ତି । ଡିଲର ଏବଂ ବିତରକଙ୍କ ପା * ପାଖରେ ମଧ୍ୟ ମଧ୍ଯ ପେଟ୍ରୋଲ, ଡିଜେଲ ଏବଂ ଏଲ.ପି.ଜି.ର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରାଯାଇଛି।
ତୈଳ କମ୍ପାନୀର ନୋଡାଲ ଅଫିସର ଶ୍ରୀ କମଲଶୀଲ କହିଛନ୍ତି ଯେ – “୫ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ସନ୍ଦର୍ଭରେ, ଇ-କେୱାଇସି (ek (eKYC) ମାଧ୍ୟମରେ ଘରୋଇ ଇ ସଂଯୋଗ ପ୍ରଦାନ ପ୍ରଦ କର ରାଯାଉଛି। ଛି । ଛାତ୍ରଛାତ୍ରୀ ଛାତ୍ର ଏବଂ ଶ୍ରମି ଶ୍ରମିକମାନଙ୍କ ନଙ୍କ ପାଇଁ, କେବଳ ପରିଚୟ a (ID proo roof) ଦେଖାଇ ଅନୁମୋଦିତ ବିତରକଙ୍କ ନିକଟରୁ ୫ କିଲୋଗ୍ରାମର ଏଫ.ଟି.ଏ ଟି.ଏଲ (FTL) ସିଲିଣ୍ଡର ନିଆଯାଇପାରିବ । ଏହି ଗ୍ରାହକମାନଙ୍କ ପା ପାଇଁ କୌଣସି ଠିକଣା ପ୍ରମାଣପତ୍ର (Address proof) ର ଆବଶ୍ୟକତା ନତା ନାହିଁ । ଏଥ୍ସହ, ଛାତ୍ରଛାତ୍ରୀ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରାମର ଏଫ.ଟି.ଏଲ ସିଲିଣ୍ଡର ଯୋଗାଇ ଦେବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ି ନୀଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିବିରମା ମାନ ଆୟୋଜନ କରାଯାଉଛି।