ରାଜ୍ୟସଭା ଉପ-ନିର୍ବାଚନ-2026
ମାନ୍ୟବର ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଗତ ତା୨୫.୦୫.୨୦୨୬ ରିଖ ଦିନ ତାଙ୍କ ରାଜ୍ୟସଭା ସଦସ୍ୟ ପଦବୀରୁ ଇସ୍ଥପା ପ୍ରଦାନ କରିଛନ୍ତି। ସେହି ଖାଲି ପଡିଥିବା ଗୋଟିଏ ପଦବୀ ପୂରଣ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ ଆଜି ଏକ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି I
> ଊକ୍ତ ଉପ-ନିର୍ବାଚନ ପାଇଁ ଶ୍ରୀ ସତ୍ୟବ୍ରତ ରାଉତ., ସଚିବ, ଓଡ଼ିଶା ବିଧାନସଭା ଙ୍କୁ ରିଟଣ୍ଡିଂ ଅକାରୀ ଓ ଶ୍ରୀ ବିଦ୍ୟାଧର ମାଝି , ଯୁଗ୍ମ ସଚିବ, ଓଡ଼ିଶା ବିଧାନସଭା ଭା ତଥା ସହାୟକ ରିଟଣ୍ଡିଂ ଅକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି ।
ମନୋନୟନ ପତ୍ର ସରକାରୀ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଦାଖଲ କରାଯାଇପାରିବ । ମନୋନୟନ ପତ୍ର ଦାଖଲର ଶେଷ ତାରିଖ -୦୮୮୦୬।୨୦୨୬, ସୋମବାର ରଖାଯାଇଅଛି।
ମନୋନୟନ ପତ୍ର ଯାଞ୍ଚ ତା-୦୯.୦୬.୨୦୨୬ରିଖ (ମଙ୍ଗଳବାର) ପୂର୍ବାହ୍ନ ଘ.୧୧.୩୦ମିନିଟ୍ ସମୟରେ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା)ରେ କରାଯିବ ।
A ଘଟିକା ପ୍ରାର୍ଥୀତ୍ଵ ପ୍ରତ୍ୟାହାର - ତା ୧୧.୦୬.୨୦୨୬ରିଖ (ଗୁରୁବାର) ଅପରାହ୍ନ ୩ ଘଟି ପୂର୍ବରୁ କରାଯାଇ ପାରିବ ।
ପଦି ନିର୍ବାଚନ ପ୍ରତିଦ୍ଵନ୍ଦିତାମୂଳକ ହୁଏ ତେବେ ତା. ୧୮.୦୬.୨୦୨୬ରିଖ (ଗୁରୁବାର) ପୂର୍ବାହ୍ନ ୯ ଘଟିକା ଠାରୁ ଅପ ସୌଧର ଅପରାହ୍ନ ୪ ଘଟିକା ମଧ୍ଯରେ ଓଡ଼ିଶା ବିଧାନସଭା ସୌଧ କମିଚି ମିଟି ପ୍ରକୋଷ୍ଠ ନଂ- ୫୪ରେ ଭୋଟ ଗ୍ରହଣ ଛଣ କରାଯିବ ଓ ସେହି ଦିନ ଭୋଟ ଗଣତି କରାଯ ଯାଇ ଫଳାଫଳ ପ୍ରକାଶ କରାଯିବ ।
> এই ନିର୍ବାଚନର ସମସ୍ତ ପ୍ରକ୍ରିୟା ୨୦.୦୬.୨୦୨୬ ସୁଦ୍ଧାଶେଷ ହେବ ।
> ଏହି ନିର୍ବ ନିର୍ବାଚନର ସମସ୍ତ ପ୍ରକ୍ରିୟା ଭାରତତ୍ୱ ତର ନିର୍ବାଚନ ଆୟୋଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବା