ରାଜ୍ୟସଭାରେ ଉଦ‌ବୋଧନ ଦେଲେ ପ୍ରଧାନ ॥ନମନ୍ତ୍ରୀ ନରେନ୍ଦ୍ର ମୋଦୀ

Apr 18, 2026 - 07:57
 4
ରାଜ୍ୟସଭାରେ ଉଦ‌ବୋଧନ ଦେଲେ ପ୍ରଧାନ ॥ନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜ୍ୟସଭା ଉପାଧ୍ଯକ୍ଷ ଭାବେ ଐତିହାସିକ ତୃତୀଯ ତୀୟ କାର୍ଯ୍ୟକାଳ ନିମନ୍ତେ ଶ୍ରୀ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧା ଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦ‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ଲଗାତାର ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ଯକ୍ଷ ଭାବରେ ନିର୍ବାଚିତ ହୋଇଥିବା ଶ୍ରୀ ହରିବଂଶଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି I ଏହି ଐତିହାସିକ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଶ୍ରୀ ହରିବଂଶଙ୍କ ପ୍ରତି ସଦନର ଗଭୀର ବିଶ୍ଵାସ ଘାସ ଏବଂ ଏହି ଅନୁଷ୍ଠାନକୁ ସେ ଆଣିଥିବା ମୂଲ୍ୟବାନ ଅଭିଜ୍ଞତାକୁ ପ୍ରତିଫଳିତ କରିଥାଏ । କ୍ରମାଗତ ତୃତୀୟ ଥ ପାଇଁ ନିର୍ବାଚିତ ହେବା ତାଙ୍କର ଅଭିଜ୍ଞତା, ସମାବେଶୀ ଆଭିମୁଖ୍ୟ ଏବଂ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟଶୈଳୀ ଉପରେ ସଦନର ଅନୁମୋଦନ ବୋଲି ଶ୍ରୀ ମୋଦୀ କହିଥିଲେ । ଥର

ପ୍ରଧାନମନ୍ତ୍ରୀ କହିଥିଲେ, ୧୭ ଏପ୍ରିଲ ତାରିଖ ଅତି ଗୁରୁତ୍ବପୂର୍ଣ କାରଣ ଏହା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ଜନ୍ମବାର୍ଷିକୀ । ଚନ୍ଦ୍ର ଶେଖର ଜୀଙ୍କ ସହିତ ଶ୍ରୀ ହରିବଂଶଙ୍କ ଘନିଷ୍ଠ ସମ୍ପର୍କ ଥିଲା । ତାଙ୍କ ରାଜନୈତିକ ଯାତ୍ରାରେ ଉପାଧ୍ଯକ୍ଷ ଶ୍ରୀ ହରିବଂଶ ତାଙ୍କର ସାଥୀ ଭାବରେ କାର୍ଯ୍ୟ କରିଥିଲେ । ସେ ତାଙ୍କ ଜୀବନୀ ଉପରେ ପୁସ୍ତକ ମଧ୍ୟ ଲେଖୁଛନ୍ତି । "ଚନ୍ଦ୍ର ଶେଖର ଜୀଙ୍କ ଜନ୍ମବାର୍ଷିକୀରେ ଆପଣଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ ହେବା ଏହି ଅବସରକୁ ବିଶେଷ ଅର୍ଥପୂର୍ଣ୍ଣ କରିଛି” ବୋଲି ଶ୍ରୀ ମୋଦୀ କହିଥିଲେ ।

ସାମ୍ବାଦିକତାରେ ଶ୍ରୀ ହରିବଂଶଙ୍କ ଜାଜୁଲ୍ୟମାନ କ୍ୟାରିୟରକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ କହିଥିଲେ, ଉଚ୍ଚ ମାନର ଏବଂ ପ୍ରଭାବଶାଳୀ ଲେଖା ପାଇଁ ତାଙ୍କର ସମର୍ପଣ ରହିଛି | ଗୁଜରାଟରେ ତାଙ୍କ କାର୍ଯ୍ୟକାଳ ମଧ୍ଯରେ ମଧ୍ୟ ସେ ନିୟମିତ ଭାବରେ ଶ୍ରୀ ହରିବଂଶଙ୍କ ଲେଖା

ପଢ଼ୁଥିଲେ । ଲେଖାରେ ଗଭୀର ଅଧ୍ୟୟନ ଏବଂ ଦୃଢ଼ ବିଶ୍ବାସକୁ ପ୍ରତିଫଳିତ ହୋଇଥିଲା । ତାଙ୍କ ଲେଖାରେ ତୀକ୍ଷ୍ଣ ଧାର ଥିଲେ ମଧ୍ୟ ତାଙ୍କ ଭାଷଣ ଓ ଆଚରଣ ସର୍ବଦା କୋମଳ ଓ ସୌଜନ୍ୟପୂର୍ଣ୍ଣ ରହି ଆସିଛି ବୋଲି ଶ୍ରୀ ମୋଦୀ କହିଥିଲେ I

ସାମ୍ବାଦିକତା ସମୟରେ ଶ୍ରୀ ହରିବଂଶଙ୍କ ଧାରାବାହିକ ସ୍ତମ୍ଭ ‘ହମାରା ସାଂସଦ କୈସା ହୋ’ (ଆମ ସାଂସଦ କିପରି ହେବା ଉଚିତ) ଭଳି ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ I ଏହି ଅଭିଜ୍ଞତାର ଗୁରୁତ୍ବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, ଉଭୟ ଗୃହର ନୂତନ ସାଂସଦମାନେ ସଂସଦୀୟ ଆଚରଣ, ମର୍ଯ୍ୟାଦା ଏବଂ ଦାୟିତ୍ଵ ଉପରେ ଶ୍ରୀ ହରିବଂଶଙ୍କ ଅନ୍ତଦୃଷ୍ଟିରୁ ବହୁତ କିଛି ଶିଖ୍ପାରିବେ । ‘ସେ ମଧ୍ଯ ଦିନେ ଏହି ପଦବୀରେ ଦାୟିତ୍ବ ଗ୍ରହଣ କରିବେ ବୋଲି ହୁଏତ’ ଜାଣିନଥିଲେ, କିନ୍ତୁ ତାଙ୍କର ଲେଖାଗୁଡ଼ିକ ଲେଖାଗୁଡ଼ିକ ବିଷୟବସ୍ତୁର ଗଭୀରତାକୁ ଛୁଇଁ ପାରିଥିଲା,’” ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ହରିବଂଶଙ୍କ ବ୍ୟକ୍ତିତ୍ବର ସାର୍ବଜନୀନ ଗ୍ରହଣୀୟତା ପଛରେ ତାଙ୍କର ଆଦର୍ଶ ସମୟାନୁବର୍ଷିତା, ଶୃଙ୍ଖଳିତ ଜୀବନ ଏବଂ କର୍ଭବ୍ୟ ପ୍ରତି ଗମ୍ଭୀରତା ଭଳି ପ୍ରମୁଖ କାରକ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଥିଲେ । ରାଜ୍ୟସଭା ସଦସ୍ୟ ହେବା ପରେ ଶ୍ରୀ ହରିବଂଶ ସଦନରେ ପୂର୍ଣ୍ଣ ଉପସ୍ଥାନ ବଜାୟ ରଖ୍ଛନ୍ତି । ଅଧ୍ଯକ୍ଷତା କରୁନଥିବା ସମୟରେ ମଧ୍ୟ ଅବେଶନରେ ଉପସ୍ଥିତ ରହିଛନ୍ତି । ଏହା ତାଙ୍କର ଉତ୍ତରଦାୟିତ୍ବ ପ୍ରତି ସମର୍ପଣକୁ ପ୍ରତିଫଳିତ କରିଥାଏ ଏବଂ ଆମ ପାଇଁ ଏକ ଉଦାହରଣ ସୃଷ୍ଟି କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ ।

ସଂସଦୀୟ କର୍ଭବ୍ୟ ବ୍ୟତୀତ ଶ୍ରୀ ହରିବଂଶଙ୍କର ଅସାଧାରଣ ଲୋକସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ସେ ବିଶେଷ କରି ଯୁବବର୍ଗଙ୍କ ସହିତ କାମ କରିବାକୁ ପସନ୍ଦ କରିଥା'ନ୍ତି । ପ୍ରଭାବଶାଳୀ ପରିସଂଖ୍ୟାନ ପ୍ରଦାନ କରି ସେ କହିଥିଲେ, ୨୦୧୮ରେ ଉପାଧ୍ଯକ୍ଷ ପଦବୀ ଗ୍ରହଣ କରିବା ପରେ ଶ୍ରୀ ହରିବଂଶ ଦେଶର ବିଭିନ୍ନ ସ୍ଥାନରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ୩୫୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହା ଯୁବବର୍ଗଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, ବିଷୟବସ୍ତୁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ବିକଶିତ ଭାରତ ଦୃଷ୍ଟିକୋଣ ପାଇଁ ଅନୁପ୍ରାଣିତ କରିବା ଲାଗି ଅସାଧାରଣ ସମର୍ପଣକୁ ପ୍ରତିଫଳିତ କରିଥାଏ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ

ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ଦୃଢ଼ କରିବା ଉପରେ ଉପାଧ୍ଯକ୍ଷଙ୍କ ଗୁରୁତ୍ବକୁ ପ୍ର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ଭାରତ କାହିଁକି ଆବଶ୍ୟକ ପ୍ରଗତି ହାସଲ କରିପାରିନଥିଲା ସେ ସମ୍ପର୍କରେ ଐତିହାସିକ ଉଦାହରଣ ଦେଇ ଶ୍ରୀ ହରିବଂଶ ବୁଝାଇଥା’ନ୍ତି । ସେ ମଧ୍ଯ ଦେଶକୁ ଆଗକୁ ନେବା ପାଇଁ ବର୍ତ୍ତମାନ ରହିଥ‌ିବା ସୁଯୋଗ ବିଷୟରେ କହିଥା'ନ୍ତି । ଶ୍ରୀ ମୋଦୀ କହିଥିଲେ, ଦ୍ବିତୀୟ ଏବଂ ତୃତୀୟ

ଶ୍ରେଣୀ ସହରଗୁଡ଼ିକରେ ଶ୍ରୀ ହରିବଂଶ ସାହିତ୍ୟ ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି, ଯାହା

Iମାଜର ବିଭିନ୍ନ ବର୍ଗକୁ ପ୍ରଭାବିତ ଏବଂ ପ୍ରେରଣା ଦେଇଥାଏ I

ପ୍ରଧାନମନ୍ତ୍ରୀ ୧୯୯୪ ମସିହାରେ ଶ୍ରୀ ହରିବଂଶଙ୍କ ପ୍ରଥମ ଆମେରିକା ଗସ୍ତର ଏକ ଆକର୍ଷଣୀୟ ଘଟଣା ବିଷୟରେ ମନେ ପକାଇଥିଲେ । ଶ୍ରୀ ହରିବଂଶଙ୍କୁ ଯେତେବେଳେ ପଚରାଗଲା ଯେ ସେ ଗୋଟିଏ ବିକଶିତ ଦେଶରେ କ'ଣ ଦେଖ‌ିବାକୁ ଚାହାଁନ୍ତି, ସେତେବେଳେ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ I କେଉଁ ପ୍ରକାରର ଶିକ୍ଷା ଓ ସଂସ୍କୃତି ଏପରି ପ୍ରଗତିକୁ ସକ୍ଷମ କରିଛି ତାହା ସେ ଜାଣିବାକୁ ଚାହିଁଥିଲେ । ସେହି ଯାତ୍ରା ସମୟରେ ନିଜର ସମ୍ପୂର୍ଣ ଇଚ୍ଛା ମୁତାବକ ସମୟକୁ ସେ ଆମେରିକୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧ୍ୟୟନ କରିବାରେ ବିତାଇଥିଲେ, ଯାହା ଏକ ବିକଶିତ କଶିତ ଭାରତ ପାଇଁ ଶିକ୍ଷାଗତ ଉତ୍କର୍ଷତା ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥ ରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ I

ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଶ୍ରୀ ହରିବଂଶଙ୍କ ଦ୍ବାରା ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (ଏମପି ଲାଡ୍) ପାଣ୍ଠିର ସ୍ଥିର ଉଲ୍ଲେଖନୀୟ ବ୍ୟବହାରକୁ ଅନ୍ୟ ସାଂସଦମାନଙ୍କ ପାଇଁ ଏକ ଆଦର୍ଶ ଭାବରେ ବର୍ଣ୍ଣନା କରିଥିଲେ I ସେ ଉପାଧ୍ଯକ୍ଷଙ୍କ ଦ୍ବାରା ପ୍ରତିଷ୍ଠିତ ବିଭିନ୍ନ ଅଧ୍ୟୟନ ଏବଂ ଗବେଷଣା କେନ୍ଦ୍ର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ, ଯେଉଁଥିରେ ଆଇଆଇଟି ପାଟନାରେ ବିଲୁପ୍ତପ୍ରାୟ ଭାରତୀୟ ଷା କେନ୍ଦ୍ର, ବିହାରର ଅଞ୍ଚଳଗୁଡ଼ିକର ଭୂକମ୍ପ ପ୍ରବଣତାକୁ ଧ୍ୟାନରେ ରଖ୍ ଭୂମିକମ୍ପ ଇଞ୍ଜିନିୟରିଂ କେନ୍ଦ୍ର ଏବଂ ପାଟନାର ଆର୍ଯ୍ୟଭଟ୍ଟ ଜ୍ଞାନ ବିଶ୍ବବିଦ୍ୟାଳୟରେ ମୃତ୍ତିକା କ୍ଷୟ ସମସ୍ୟାର ସମାଧାନ ପାଇଁ ନଦ ଭାଷା ନଦୀ ଅଧ୍ୟୟନ କେନ୍ଦ୍ର ଅନ୍ତର୍ଭୁକ୍ତ । ଦୀର୍ଘକାଳୀନ ପ୍ରଭାବ ପାଇଁ ଏମପି ଲାଡ୍ ପାଣ୍ଠିକୁ କିପରି ଲକ୍ଷ୍ୟ ଆଧାରିତ ଭାବରେ ବ୍ୟବ‌ହାର କରା‌ଯାଇପାରିବ ତାହା ସେ ପ୍ରଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ର ମନ୍ତ୍ରୀ ଶ୍ରୀ ହରିବଂଶଙ୍କ ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଥ‌ିବା ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଚନ୍ଦ୍ରଗୁପ୍ତ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ରେ ବ୍ୟବସାୟ ଇନକ୍ୟୁବେସ ବସନ ଓ ନବସୃଜନ କେନ୍ଦ୍ର ଏବଂ ମଗଧ ବିଶ୍ବବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା କେନ୍ଦ୍ର ଅନ୍ତର୍ଭୁକ୍ତ । ସହର ସ‌ହରାଞ୍ଚଳକୁ ସ୍ଥାନାନ୍ତରିତ ହେବା ସତ୍ତ୍ବେ ଉପାଧ୍ଯକ୍ଷ ତାଙ୍କ ଗ୍ରାମ ସହିତ ନିରନ୍ତର ସମ୍ପର୍କ ରଖିଛନ୍ତି । ଏହ ଏହାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ, ହରିବଂଶ ଜୀ ତାଙ୍କ ଗାଁ ସହିତ ଗଭୀର ଭାବରେ ଜଡିତ ଜଡିତ ଏ ଏବଂ ନିରନ୍ତର ନିଜ ସମାଜର କଲ୍ୟାଣ ଓ ଉନ୍ନତିରେ ଯୋଗଦାନ ଦେଉଛନ୍ତି I

ନୂତନ ସଂସଦ ଭବନ ନିର୍ମାଣ ସମୟରେ ଶ୍ରୀ ହରିବଂଶଙ୍କ ସହ କାମ କରିବାର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟି ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କର ସହଯୋଗ ଅତ୍ୟନ୍ତ ମୂଲ୍ୟବାନ ଥିଲା । ଶ୍ରୀ ହରିବଂଶ ଦୁଇ ଦିନ ଆଲୋଚନା ମଧ୍ଯରେ ନାମକରଣ ଉତ୍ସବ, ଚାମ୍ୱର, କଳା ଗ୍ୟାଲେରୀ ଏବଂ ବିଭିନ୍ନ ଦ୍ବାର ପାଇଁ

ସମୟରେ ତାଙ୍କ ସହ ଏକାଠି ବିଭିନ୍ନ ବିଚାରକୁ ଚୂଡ଼ାନ୍ତ ରୂପ ଦେଇଥିଲେ । ସଂସଦ ଭବନ ବନ ନିର୍ମାଣ ସମୟ କାମ କରିବା ଏକ ଅତ୍ୟନ୍ତ ସୁଖଦ ଏବଂ ଫଳପ୍ରଦ ଅ ପ୍ରଦ ଅଭିଜ୍ଞତା ଥିଲା ବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ରାଜ୍ୟ ବିଧାନସଭ୍ୟ ସଂଘରେ ଉପାଧ୍ଯକ୍ଷଙ୍କ ବିଧାନସଭା, ବିଧାନ ପରିଷଦ ଏବଂ ପୀଠାସୀନ ଅଧ୍ଯକ୍ଷ ପଦାକାରୀଙ୍କୁ ତାଲିମ এর° କ୍ଷମତା ବିକାଶ ଲାଗି ସହାୟତା ପ୍ରଦାନ କରିବାରେ ଶ୍ରୀ ହରିବଂଶଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ, ବିଶ୍ବ ସ୍ତରରେ ଭାରତର ର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଦୃଢ଼ ପ୍ରତିଛବି ଗଠନ କରିବାରେ ରାଜ୍ୟଗୋଷ୍ଠୀ ସଂସଦୀୟ ଧ୍ଯକ୍ଷଙ୍କର ସକ୍ରିୟ ଭୂମିକା ରହିଛି । ଶେଷରେ ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ସଦନର ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରତି ଆ ଥାସ୍ଥା ପ୍ରକଟ କରିବା ସହିତ ସଦନରେ ଅଧ୍ଯକ୍ଷତା କରୁଥିବା ପଦାକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରେ ଆଲୋପାତ କରିଥିଲେ ।