ରାଜ୍ୟସ୍ତରୀୟ ପ୍ରତିଭା ସଂମାନ ପ୍ରଦାନ କାର୍ଯ୍ୟକ୍ରମ...
ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବଜ୍ଞାନୀ ,ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର , ସୁଲେଖକ, ଓଁକାର ନାଥ ମିଶନ ଭୁବନେଶ୍ୱର ର ଉପଡେଷ୍ଟା, ବହୁ ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଟନର ପୃଷ୍ଠପୋଷକ, ଆମ ଅସ୍ମିତା ର ମହାନାୟକ, ଆମ ମାଟିର ଗୌରବ ବରିଷ୍ଠ ସମାଜସେବୀ, ଯଶସ୍ୱୀ ପୁରୁଷ, ପଣ୍ଡିତ ପ୍ରବର ବାଗ୍ମୀ ଡଃ ପ୍ରଦୀପ କୁମାର ଚୌଧୁରୀ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସତ୍ୟମ ଶିବମ ସୁନ୍ଦରମ୍ ଓ ଜୟ ଦେଵ ସାଂସ୍କୃତିକ ସମ୍ମାନ ରେ ମାନପତ୍ର, ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି , ସତ୍ୟମ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ସଂମ୍ପାଦକ ଇଂଜିନିୟର ଜିତେନ କୁମାର ରାଉତରାୟ,, ଭକ୍ତକବି ଜୟଦେଵ ସାଂସ୍କୃତିକ ପରିଷଦ କଟକ ସଭାପତି ଡାକ୍ତର ଦୀନବନ୍ଧୁ ମହାରଣା, ବିଶିଷ୍ଟ ଆଇନଜୀବୀ ତଥା ସ୍ତମ୍ଭକାର ଶ୍ରୀ ସରୋଜ ମିଶ୍ର, ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ ପତ୍ରିକା ପ୍ରକାଶନ ର ଉପଦେଷ୍ଟା ଇଂଜିନିୟର ଶରତ ଚନ୍ଦ୍ର ବସ୍ତିଆ, ବିଶିଷ୍ଟ ଆଇନଜୀବୀ ଶ୍ରୀ ଗୌତ୍ତମ ରାୟ ଚୌଧୁରୀ କବୟିତ୍ରୀ ଲବଙ୍ଗ ଲତା ରାଉତ ଓ ଇଂଜିନିୟର ସିପ୍ରା ପ୍ରିୟଦର୍ଶନୀ ରାଉତରାୟ ପ୍ରମୁଖ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।????