ରାମ ମନ୍ଦିର ଧ୍ୱଜାରୋହଣ...
ଆଜି ଅଯୋଧ୍ୟା ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ
ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିବ ଗେରୁଆ ପତାକା
ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟ, କୋବିଦାରା ଗଛ ଏବଂ ‘ଓମ୍’ ଲେଖାଯାଇଛି
ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ
ସକାଳ ପ୍ରାୟ ୧୦ଟାରେ ଅଯୋଧ୍ୟାରେ ପହଞ୍ଚିବେ ମୋଦି
ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପ୍ତମନ୍ଦିର ପରିଦର୍ଶନ
ପରେ ଶେଷାବତାର ଓ ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ
ଏହା ପରେ ପୂଜାପାଠ ଓ ରାମ ଲଲ୍ଲା ଗର୍ଭଗୃହ ଦର୍ଶନ କାର୍ଯ୍ୟକ୍ରମ
ମଧ୍ୟାହ୍ନରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଧ୍ୱଜାରୋହଣ