ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କିଛି ସତ୍ୟର କଥା...
ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କିଛି ସତ୍ୟର କଥା...
ଶିକ୍ଷକ ଠାରୁ ସରପଞ୍ଚ...ସରପଞ୍ଚ ଠାରୁ ବିଧାୟକ...
ବିରୋଧୀ ଦଳ ମୁଖ୍ୟ ସଚେତକ ଠାରୁ ଆଜି ଓଡ଼ିଶାର ସବୁଠୁ ପ୍ରିୟ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭା ରେ ଡାଲି ଫିଙ୍ଗିବା ଘଟଣା ଦ୍ବାରା ଓଡ଼ିଶାର ଦୁର୍ନୀତିକୁ ପର୍ଦାଫାଶ କରିଥିବା ଏକ ସାହସୀ ଲୋକନେତା।
ଯାହାଙ୍କ ରାଜନୀତି ହେଉଛି – ସରଳତା, ନିଷ୍କପଟତା ଓ ଛନ୍ଦ-କପଟ ରହିତ ନେତୃତ୍ୱ।
ମାଟିରୁ ଉଠିଆସିଥିବା ଏହି ସତ୍ୟ ଲୋକନେତା ଓଡ଼ିଶା ରାଜନୀତିର ମୂଳରେ ଗଭୀର ଭାବରେ ଜଡିତ – ପ୍ରତ୍ୟେକ ଗାଁ, ପ୍ରତ୍ୟେକ ମଣିଷଙ୍କ ସ୍ବରକୁ ଆଜି ମଧ୍ୟ ସେ ମୂଲ୍ୟ ଦେଇଥାନ୍ତି।
ଅତି ଛୋଟ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟ ଏମିତି ପ୍ରଭାବ ପକାଇଛି ଯେ, ଲୋକମାନେ ତାଙ୍କୁ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କ ସହ ସମକକ୍ଷ ଭାବେ ଦେଖୁଛନ୍ତି – ଓଡ଼ିଶାର ନୂଆ ଯୁଗର ପ୍ରତୀକ ଭାବେ।
Mohan Charan Majhi କେବଳ ଏକ ସିଏମ୍ ନୁହଁ...
ସେ ଓଡ଼ିଶାର ଗର୍ବ, ଓଡ଼ିଶାର ଆଶା।