ରାଷ୍ଟ୍ରର ସ୍ୱାଧୀନତା ଦିବସ ଅବସରରେ ଓଡିଶା ରାଜ୍ୟ ସାରା ପାଳିତ ହେବ ୭୯ତମ ସ୍ୱାଧୀନତା ଦିବସ
ସ୍ବାଧୀନତା ଦିବସରେ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝରରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
କଟକରେ ପତାକା ଉତ୍ତୋଳନ ସମାରୋହରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ସମ୍ବଲପୁର- ସୁରେଶ ପୂଜାରୀ
ବଲାଙ୍ଗିର- ରବି ନାଏକ
କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ
କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର
ପୁରୀ- ପୃଥ୍ବୀରାଜ ହରିଚନ୍ଦନ
ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗ
ଗଜପତି- ବିଭୂତି ଭୂଷଣ ଜେନା
ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର
ନବରଙ୍ଗପୁର- ଗଣେଶ ରାମ ସିଂ ଖୁଣ୍ଟିଆ,
ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ
ଅନୁଗୁଳ- ପ୍ରଦୀପ ବଳସାମନ୍ତ
ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍
ମୟୂରଭଞ୍ଜରେ - ସମ୍ପଦ ଚନ୍ଦ୍ର ସ୍ବାଇଁ।
ଏତଦ ବ୍ୟତୀତ ୨ ଟି ସ୍ଥାନରେ RDC (ରାଉରକେଲା ଓ ବ୍ରହ୍ମପୁର)
୧୫ ଟି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ |