ଲୋକଙ୍କ ସରକାର:::

Dec 31, 2025 - 19:19
 4
ଲୋକଙ୍କ ସରକାର:::

ଲୋକଙ୍କ ସରକାର:::

କୌଣସି ପରିସ୍ଥିତିରେ ସ୍ୱଚ୍ଛତା, ଦୁର୍ନୀତି, ବିକାଶ କୁ comprise କରି ହେବ ନାହିଁ |

ସିଏ ଯିଏ ବି ହେଉନା କାହିଁକି ଆଇନ କୁ ନେଇ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯିବ 

ସମୟ, ଅବସ୍ଥା, ପରିସ୍ଥିତି ଟିକେ ବାଧକ ସାଜି ପାରେ, ତଥାପି ଲୋକଙ୍କ ବିକାଶରେ ଆମେ ସର୍ବଦା ପ୍ରସ୍ତୁତ ରହିଅଛୁ |

ସମସ୍ତଙ୍କୁ ଆମ ନିକଟତର ହେବା ପାଇଁ ଏହି ସବୁ ଆପଣାନ୍ତୁ ::