ଲୋକଙ୍କ ସରକାର ଲୋକଙ୍କ ପାଇଁ...

Nov 17, 2025 - 08:49
 7
ଲୋକଙ୍କ ସରକାର ଲୋକଙ୍କ ପାଇଁ...

ଲୋକଙ୍କ ସରକାର ଲୋକଙ୍କ ପାଇଁ... 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଗସ୍ତ ଅବସରରେ ସ୍ଥାନୀୟ ଲୋକଙ୍କ ସହ ଭେଟ ହୋଇଛନ୍ତି |

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ ଜନ ଅଭିଯୋଗ ପତ୍ରମାନ ଗ୍ରହଣ କରିଛନ୍ତି| 

ଅଭିଯୋଗ ର ଗୁରୁତ୍ୱକୁ ନେଇ ସମାଧାନ ଦିଗରେ ପ୍ରାଧାନ୍ୟ ଦେଇଛନ୍ତି |