ଲୋକଙ୍କ ସରକାର ସମାଜର ତଳ ଶ୍ରେଣୀରେ ଥିବା ଲୋକଙ୍କ କଥା ରଖିଲେ...

Jan 23, 2026 - 18:28
 3
ଲୋକଙ୍କ ସରକାର ସମାଜର ତଳ ଶ୍ରେଣୀରେ ଥିବା ଲୋକଙ୍କ କଥା ରଖିଲେ...

ଲୋକଙ୍କ ସରକାର ସମାଜର ତଳ ଶ୍ରେଣୀରେ ଥିବା ଲୋକଙ୍କ କଥା ରଖିଲେ...

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେମାନେ ପାଉଥିବା ୧୮ ଶହ ବଦଳରେ ପାଇବେ ୨୫ ଶହ ଟଙ୍କା। 

ଯେଉଁ ଥାନା ଅଧୀନରେ କାମ କରୁଥିବେ ସେହି ଥାନାରେ ରହିବେ 

କିନ୍ତୁ ସପ୍ତାହକୁ ଥରେ ଯାଇ ସେହି ଥାନାରେ ଉପସ୍ଥାନ ଦେବେ