ଲୋକସେବା ଭବନରେ ସହିଦ ଦିବସ ପାଳନ ଅବସରରେ ନୀରବ ରବ ପ୍ରାର୍ଥନା
ଲୋକସେବା ଭବନରେ ସହିଦ ଦିବସ ପାଳନ ଅବସରରେ ନୀରବ ରବ ପ୍ରାର୍ଥନା
ଆଜି ଲୋକସେବା ଭବନରେ ସହିଦଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂ ରଂଜନ କୁମାର ସିଂ, ସାଧାରଣ ପ୍ର ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେ ସୁରେନ୍ଦ୍ର କୁମାର ମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଅଧୂକାରୀ ଓ କର୍ମଚାରୀମା ମାନେ ସମବେତ ହୋଇ ଦେଶର ସ୍ବାଧୀନତା ସଂଗ୍ରାମୀ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ ୧୧ଟା ସମୟରେ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ।