ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେ କ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେ କ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
ଚଳିତ ଶିକ୍ଷା ବର୍ଷରୁ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ 'କମ୍ପ୍ୟୁଟେସନ ସନାଲ୍ ଥୂଙ୍କିଙ୍ଗ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' ପାଠ୍ୟକ୍ରମ, ସିବିଏସଇ ଓ ଏନସିଇଆରଟିକୁ ଧନ୍ୟବା ନ୍ୟବାଦ ଜଣାଇଲେ
ଶିଶୁମାନଙ୍କ ବୟସ ଓ ବୁଦ୍ଧି ଅନୁସାରେ ସରଳ ଓ ପ୍ରଣାଳୀବଦ୍ଧ ବଦ୍ଧ ‘ଷ୍ଟ୍ରକ୍ଟରଡ୍ ମଡ୍ୟୁଲ୍' ସ୍ଥାନିତ
ଶିକ୍ଷକମାନଙ୍କ ପାଇଁ ହ୍ୟାଣ୍ଡବୁକ୍ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଆସେସମେଣ୍ତ ମଣ୍ଡ ଫ୍ରେମୱାର୍କର ବ୍ୟବସ୍ଥା
“ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ" ଭିଜନରେ ଭାରତୀୟ ଶିକ୍ଷା ବ୍ୟବ ବ୍ୟାପକ ସଂସ୍କାର ବ୍ୟବସ୍ଥାରେ
ନୂଆଦିଲ୍ଲୀ/ଭୁବନେଶ୍ବର, ୦୧ ଏପ୍ରିଲ, ୨୦୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅର୍ଥାତ୍ ୨୦ ୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ 'କମ୍ପ୍ୟୁଟେସନାଲ୍ ଲ୍ ଥୂଙ୍କିଙ୍ଗ୍ ଏବଂ ଆର୍ଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' (ସିଟି ଏବଂ ଏ ପାଠ୍ୟକ୍ରମର ଶୁଭାରମ ରମ୍ଭ କରିଛନ୍ତି । ଛନ୍ତି । ତୃତୀୟରୁ ଅଷ୍ଟମ ଶ୍ରେଣୀ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ର ଏଆଇ) ତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି -୨୦୨୦ ର ଲକ୍ଷ୍ୟକୁ ପୂରଣ କରି
ସହଯୋଗରେ ବିକଶିତ ଏହି ପାଠ୍ୟକ୍ରମ, ଏହି କାର୍ଯ୍ୟକ୍ରମକୁ ସମ୍ବୋଧୂତ କରି ଶ୍ରୀ ପ୍ରଧାନ କହିଛନ୍ତି । ଯେ, ଭାରତ ଆଜି ବିଶ୍ବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି । ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଆନ୍ଧ୍ର ଟ୍ରେନିଂ (ଏନସିଇଆରଟି) ସିବିଏସ ବିଏସଇ ବିଦ୍ୟାଳୟ ବ୍ୟବସ୍ଥାରେ ାରେ ସଂରଚିତ ଏଆଇ ଶିକ୍ଷାକୁ ବ୍ୟାପକ ଭାବେ ପ୍ରଚଳନ କରିବ । ନୂତନ ଏହି ପାଠ୍ୟକ୍ରମର ପ୍ରଚଳନ ଭାରତୀୟ ଶିକ୍ଷା ବର୍ଷର ଅ ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ବୈଷୟିକ ଜ୍ଞାନ ବୃଦ୍ଧି ହେବ ନାହିଁ, ବରଂ ସେମାନଙ୍କର ସୃଜନଶୀଳତା, ଡିଜାଇନ ଓରିଏଣ୍ଡେସନ ଏବଂ ସମସ୍ଯା ସମ ଘମାଧାନର ଦକ୍ଷତା ମଧ୍ଯ ବିକଶିତ ହେବ । “ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ" ର ଭିଜନକୁ ଆଧାର କରି ଏହି ଶିକ୍ଷା ବ୍ୟବସ୍ଥା ଭାରତର ଶିଶୁମାନଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ୟୁଜର୍ ନୁହେଁ, ବା ବରଂ ଆଗାମୀ ଦିନରେ ଟେକ୍ନୋଲୋଜିର ଉଦ୍ଭାବକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ
ପାଠ୍ୟକ୍ରମର ବିଶେଷତ୍ଵ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ଏଥିରେ ଶିଶୁମାନଙ୍କ ନଙ୍କ ବୟସ ଓ ବୁଦ୍ଧି ଅନୁସାରେ ସରଳ ଓ ପ୍ରଣାଳୀବଦ୍ଧ 'ଷ୍ଟ୍ରକ୍ଟରଡ୍ ମଡ୍ୟୁଲ୍' ସ୍ଥାନ ପାଇଛି । ଏହା ସହିତ ବିଦ୍ୟାଳୟରେ ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କୁ ବ୍ୟାପକ ତାଲିମ ଏବଂ ସ୍ବତନ୍ତ୍ର 'ଶିକ୍ଷକ ମାର୍ଗଦର୍ଶିକା' ବା ଟିଚର ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ଯାଞ୍ଚ କରିବା ପାଇଁ ଅତ୍ୟାଧୁନିକ ଆସେସମେ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଛି । ଶ୍ରୀ ପ୍ରଧାନ ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ ଏବଂ ଏନସିଇଆରଟିକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । କରିଥିବା ଯୋଗୁଁ ମେଣ୍ଟ ସିବିଏସଇ ରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ମ
ସୂଚନାଯୋଗ୍ୟ, ୨୦୨୬-୨୭ ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହା ପିଲାମାନଙ୍କର କ୍ରିଟିକାଲ ଥୂଙ୍କି, ସମସ୍ୟା ସମାଧାନର ଦକ୍ଷତା ଏବଂ ପାଟର୍ଣ୍ନ ଚିହ୍ନଟ କରିବା ଶକ୍ତିକୁ ବୃଦ୍ଧି କରିବ । ପାଠ୍ୟକ୍ରମ ପାଠପଢ଼ାକୁ ଖେଳ ৩৫° ବିଭିନ୍ନ କାର୍ଯ୍ୟକଳାପ ମାଧ୍ଯମରେ ଆମୋଦଦ ମୋଦଦାୟକ କରିବ । ଏଥିରେ ପଜଲ୍ ପଜଲ୍ ଓ ଓ ଗାଣିତିକ ଖେଳ ମାଧ୍ୟମରେ ଜଟିଳ ସମସ୍ୟାକୁ ସରଳ କରିବାର ଶୈଳୀ ଶିଖାଯି
। ପିଲାମାନେ କେବଳ ଘୋଷିବା ପରିବର୍ତ୍ତେ ସେମାନଙ୍କର ସୃଜନଶୀଳ ଳତା ଏବଂ ପ୍ରଯୁକ୍ତିର ପ୍ରୟୋଗ କରିବାର ଦକ୍ଷତା ଉପରେ ଆଧାର କରି ସେମାନଙ୍କର ପରୀକ୍ଷା କରାଯିବ । ଏହି ପାଠ୍ୟକ୍ରମ ମାଧ୍ୟମରେ ଭାରତକୁ ଏଆଇ ଏବଂ ମେସିନ୍ ଲଣ୍ଡିଂ କ୍ଷେତ୍ରରେ ବିଶ୍ବର ଅଗ୍ରଣୀ ଦେଶ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯ ରଖାଯାଇଛି।