ଶିକ୍ଷା କ୍ଷେତ୍ରରେ ଲୋକଙ୍କ ସରକାର ଆଣିଛନ୍ତି ଐତିହାସିକ ସଂସ୍କାର।
ଶିକ୍ଷା କ୍ଷେତ୍ରରେ ଲୋକଙ୍କ ସରକାର ଆଣିଛନ୍ତି ଐତିହାସିକ ସଂସ୍କାର।
ରାଜ୍ୟର ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୀମା ବୃଦ୍ଧି କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ସୁଶାସନର ପ୍ରମାଣ ଦେଇଛି।
ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବିଜେପି ଦଳର ଶୁଭେଚ୍ଛା କୃତଜ୍ଞତା ଜ୍ଞାପନ ଜଣାଇ ଛନ୍ତି |
ନୂତନ ସଂରକ୍ଷଣ ବ୍ୟବସ୍ଥାରେ ରାଜ୍ୟ ସରକାର ଅନୁସୂଚିତ ଜନଜାତି (ST) ଙ୍କ ସଂରକ୍ଷଣ ହାର ୧୨% ରୁ ୨୨.୫% କୁ, ଅନୁସୂଚିତ ଜାତି (SC) ଙ୍କ ସଂରକ୍ଷଣ ହାର ୮% ରୁ ୧୬.୨୫% କୁ ବୃଦ୍ଧି କରିବା ସହ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଅଧିକ ସୁଯୋଗ ପାଇବେ।