ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ କୋହଳ ହେଲା ଗ୍ୟାସ ସଂଗ୍ରହ...
ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ କୋହଳ ହେଲା ଗ୍ୟାସ ସଂଗ୍ରହ...
ଶ୍ରମିକ ଛାତ୍ରଛାତ୍ରୀନିଜ ID ଦେଖାଇ କିଣି ପାରିବେ ୫କେଜି ର ଗ୍ୟାସ
୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ
ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ
ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ
e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ