ଶ୍ରୀ ଜଗନ୍ନାଥ ମନ୍ଦିର ନୀତିକାନ୍ତ ର ସୂଚନା...
ଆସନ୍ତା କାଲି ବୁଧବାର ତା ୧୨.୦୮.୨୦୨୬ ରିଖ, ଶ୍ରାବଣ:କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ *ଚିତାଲାଗି* ନୀତି ଅନୁଷ୍ଠିତ ହେବ।
ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୭.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।